ଛାତ୍ରୀ ନିବାସ ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଳା ମାଁ ମାଣିକେଶ୍ୱରି ବିଶ୍ଵ ବିଦ୍ୟାଳୟ ର ଇନ୍ଦ୍ରାବତୀ ଛାତ୍ରୀ ନିବାସ ରେ ବାଣିଜ୍ୟ ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଛାତ୍ରୀ ଙ୍କ ହଷ୍ଟେଲ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ଛାତ୍ରୀ ଜଣଙ୍କ ଥୁଆମୂଲ ରାମପୁର ବ୍ଳକ ଅନ୍ତର୍ଗତ ବିରୋକୋଟ ଗାଁର ତୋଫାଲି ନାଏକ ବୋଲି ଜଣାପଡିଛି। ତେବେ ଏନେଇ ଛାତ୍ରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନଥିବା ବେଳେ ଘଟଣା ସ୍ଥଳାରେ ପୋଲିସ୍ ର ତଦନ୍ତ ଆରମ୍ଭ ହୋଉଛି


