ଘର ନିର୍ମାଣ କୁ କେନ୍ଦ୍ରକରି ୨ ପଡୋଶୀ ଙ୍କ ମଧ୍ୟରେ ମାରପିଟଥାନାରେ ଏତଲା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଗୋପାଳପୁର ଗ୍ରାମରେ ଘର ବାଡ଼ ନିର୍ମାଣ କୁ କେନ୍ଦ୍ର କରି ୨ ପଡୋଶୀ ଙ୍କ ମଧ୍ୟରେ ମାରପିଟ ହୋଇଛି।ମାରପିଟ ସମୟରେ ଜଣେ ମହିଳା ଙ୍କୁ ଟଣାଓଟରା କରାଯାଇଥିବା ଅଭିଯୋଗ ହୋଇଛି।ପୀଡ଼ିତା ମହିଳା ଙ୍କ ଏତଲା କ୍ରମେ ବୁଧବାର ଦିଗପହଣ୍ଡି ଥାନା ମାମଲା ନଂ.୪୮୭/୨୩ ଦଫା – ୨୯୪/୩୨୩/୪୨୭/୫୦୬/୩୫୪(ଖ)/୩୪ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ