ସେଣ୍ଟ ଭାଭିୟର ହାଇସ୍କୁଲ୍ କେଦାରଗୌରୀର ଅଭିଭାବକ ସଂଘର ନୂତନ କର୍ମକତ୍ତା ନିର୍ବାଚିତ

ଭୁବନେଶ୍ୱର : ସେଣ୍ଟ ଭାଜିୟର ହାଇସ୍କୁଲ୍ କେଦାରଗୌରୀ ଶାଖାର ଅଭିଭାବକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ମା ଗୌରୀ କଲ୍ୟାଣ ମଣ୍ଡପ ରବି ଟକିଜ୍ ଠାରେ ଅଭିଭାବକମାନେ ସ୍କୁଲ୍ର ପରି·ଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀଯୁକ୍ତ ସତ୍ୟବ୍ରତ ପରିଜା ସଭାପତି, ରାଜେଶ କୁମାର ମିଶ୍ର ଓ ଲୋପାମୁଦ୍ରା କର, ଉପସଭାପତି ସୂର୍ଯ୍ୟକାନ୍ତ ରାଉତ, ସମ୍ପାଦକ ଶ୍ରୀମତୀ ଚନ୍ଦ୍ରକଳା ସାହୁ, ନିହାର ପରିଜା, ଚନ୍ଦ୍ରକଳା ସାହୁ, ନିହାରା ପରିଜା, ପ୍ରଭାତ କୁମାର ମହାପାତ୍ର, ରଘୁନାଥ ମିଶ୍ର, ସହ ସମ୍ପାଦକ ବିଦ୍ୟାଧର ନାୟକ, କୋଷାଧ୍ୟକ୍ଷ ଓ ଦିଲ୍ଲୀପ କୁମା ପାତ୍ର, ସହ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ