ଛତ୍ରପୁରରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ /ଦେବଦତ୍ତ ମହାରଣା ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବ୍ରହ୍ମପୁରସ୍ଥିତ ନୀଳକଣ୍ଠନଗର ଶିଶୁ ମନ୍ଦିର ବାର୍ଷିକ ଉତ୍ସବରେ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି । ଏନେଇ ମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱରରୁ ବ୍ରହ୍ମପୁର ଜାତୀୟ ରାଜପଥରେ ଆସିବା ସମୟରେ ଛତ୍ରପୁର କଲେଜ ଛକରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ଯୁବ ନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀର ଶତାଧିକ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର‌୍ୟ୍ୟକ୍ରମରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ କୁମାର ରାଉଳ, ଗଞ୍ଜାମ ଏନଏସି ମଣ୍ଡଳ ସଭାପତି ସୁଦାମ ଚରଣ ଜେନା, କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ଭିକ।ରୀପଲ୍ଲୀ ମଣ୍ଡଳ ସଭାପତି ପଦ୍ମଚରଣ ପରିଡ଼ା, ଟାଙ୍ଗଣାପଲ୍ଲୀ ମଣ୍ଡଳ ସଭାପତି ବିଦ୍ୟାଧର ନାୟକ, ହୁମ୍ମା ମଣ୍ଡଳ ସଭାପତି ଭଗବାନ ନାହାକ, ସନ୍ତୋଷପୁର ମଣ୍ଡଳ ସଭାପତି ସନ୍ତୋଷ କୁମାର ନାହାକ, ରମ୍ଭା ଏନଏସି ମଣ୍ଡଳ ସଭାପତି ସୀମାଂଚଳ ବାଡ଼ତ୍ୟା, ପୂର୍ବତନ ସରପଂଚ ଗାଣ୍ଡୁଧର ଗୌଡ଼, ଯୁବ ଆଇନଜୀବୀ ପି.ଧର୍ମା ରେଡ୍ଡି, ବ୍ରଜମୋହନ ଆଚାର‌୍ୟ୍ୟ, ମନୋଜ କୁମାର ବେହେରା, ପ୍ରଦୀପ କୁମାର ପାଢ଼ୀ, ପୂର୍ବତନ କାଉନସିଲର କେ.ରାମା ରାଓ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ବସନ୍ତ କୁମାର ବେହେରା, ରୁଇନା ପଟ୍ଟନାୟକ, ରାଜେନ୍ଦ୍ର ପଲାଇ, ଲୋକନାଥ ରେଡ୍ଡି, ସୁରେଶ ରେଡ୍ଡି, ଜି.ମନୋଜ ରେଡ୍ଡି, ଉମାଶଙ୍କର ମହାନ୍ତି, ବିଜୟ ମୁଦୁଲି, ଚୈତନ୍ୟ ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ