ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟୟ ରଥକାଠ
ପୁରୀ ମହାପ୍ରଭୁ ରଥଯାତ୍ରା ପାଇଁ ଆଜି ପଞ୍ଚମ ପର୍ଯ୍ୟାୟରେ ମହାପ୍ରଭୁୁ ଙ୍କ ରଥକାଠ ପୁରୀରେ ପହଞ୍ଚିଛି । ଆଜି ୧୦ ପଲ୍ଲା ୨୫ ଖଣ୍ଡ କାଠ ପହଞ୍ଚିଛି ।୧୨ଫୁଟିଆ ଧଉରା ୧୧ ଟି ୨୦ ଫୁଟିଆ ଧଉରା ୭ ଟି ଏବଂ ୮ ଫୁଟିଆ କାଠଫାଳ ଆଜି ପୁରୀରେ ପହଞ୍ଚିଛି । ଅକ୍ଷୟ ତୃତୀୟା ପୂର୍ବରୁ ପୁରୀରେ ୧୦୯ ଖଣ୍ଡ କାଠ ପୁରୀରେ ପହଞ୍ଚିବ ବୋଲି ତତ୍ୱାବଧାରକ କହିଛନ୍ତିି ।