ଶ୍ରୀ ଶ୍ରୀ ହନୁମାନ ଜୀୟୁଙ୍କ ବାର୍ଷିକ ଉତ୍ସବ

ନାଉଗାଁ, (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଳଧାରୀ ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ଜୀୟୁଙ୍କ ପ୍ରତିଷ୍ଠା ର ୧୦ବର୍ଷ ପୂର୍ତ୍ତି ଅବସରରେ ଉକ୍ତ ଗ୍ରାମର ବଜରଙ୍ଗୀ ବାହିନୀ ତରଫରୁ ଏକ ବାଇକ, ଟ୍ରାକଟର ଶୋଭାଯାତ୍ରା  ଆୟୋଜନ କରାଯାଇଥିଲା | ଏହି ଶୋଭାଯାତ୍ରା ବଜରଙ୍ଗୀ ପୀଠ ଠାରୁ ଆରମ୍ଭ ହୋଇ ଏରଡ଼ା , ବାଲିସାହି,ସୁନ୍ଦର୍ଦା, ଜୁଆଙ୍ଗ,  ତିହୁଡି ପର୍ଯ୍ୟନ୍ତ ରାମ ଧୋନି ନାରା ଦେଇ  ଯାଇଥିଲା |  ଏଥିରେ ଦୀପ୍ତି ରଞ୍ଜନ ମଲ୍ଲିକ , ଗଙ୍ଗାଧର ନାୟକ , ସୁନୀଲ ମଲ୍ଲିକ , ମିହିର ରଞ୍ଜନ ନାୟକ , ସତ୍ୟବ୍ରତ ନାୟକ , ଅନିଲ ମଲ୍ଲିକ  ଏବଂ ବ୍ରଦର୍ସ କ୍ଳବର  ସଦସ୍ୟ ମାନେ ଏଥିରେ ସହଯୋଗ କରିଥିଲେ  |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ