ବନ ମହୋତ୍ସବ କାର୍ଯ୍ୟକ୍ରମ

ଛତ୍ରପୁର, (ଓ୍ବାଇଏନଏସ):  ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସର ରେ କମିଟି ର ଅଧ୍ୟକ୍ଷ ତଥା ଅତିରିକ ଜିଲ୍ଲା ଦୌରା ଜଜ୍ (ଛତ୍ରପୁର ) ପ୍ରଦୀପ କୁମାର ସାମଲଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସିନିୟର ସିଭିଲ ଜଜ୍ ପୂଜା ଦେ, ଏସ୍‌ଡିଜେଏମ୍  ବିଷ୍ଣୁପ୍ରିୟା ସାମନ୍ତରାୟ, ଜେଏମ୍‌ଏଫସି ସ୍ୱାଗତିକା ସ୍ୱାଇଁ, କମିଟି ର ସଭ୍ୟ ମନୋଜ କୁମାର ପାଢ଼ୀ ଓ ସୁରଜିତ ସାମନ୍ତରାୟ, ସରକାରୀ ଓକିଲ ପ୍ରଦୀପ କୁମାର ପାଢ଼ୀ, ବ୍ରଜ ମୋହନ ଆଚାର୍ଯ୍ୟ ଓ ପି. ଧର୍ମା ରେଡ୍ଡୀ,ଛତ୍ରପୁର ଓକିଲ ସଂଘର ସଭାପତି ଏଲ. ଗୋପାଲ ରାଓ,ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ l ଏହା ସହିତ ମହାବିଦ୍ୟାଳୟ ବହୁ ବିଦ୍ୟାର୍ଥୀ ଏବଂ ଅଧ୍ୟାପକ / ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ