ବିଜେଡି ପ୍ରାଥମିକ ପଦରୁ ଉସ୍ତଫାଦେଲେ ସୁଷମା
ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ) : ବାଲେଶ୍ୱର ଜିଲ୍ଲା ସୁଷମାରାଣୀ ବିଶ୍ୱାଳ ଆଜି ବିଜୁ ଜନତା ଦଳର ପ୍ରାଥମିକତା ପଦରୁ ଇସ୍ତଫା ଦେଇଛନ୍ତି । ସୁଷମା କହିବା ଅନୁଯାୟୀ ବିଜେଡି ଦଳରେ ମିଶିବା ପାଇଁ ବିଜେଡିର କାର୍ଯ୍ୟକର୍ତ୍ତା ଓି କର୍ମୀ ମାନେ ଅନୁରୋଓ କ୍ରମେ ମୁଁ ବିଜେଡିରେ ଯୋଗ ଦେଇଥିଲି । ଏହା ସହ ସେ କହିଛନ୍ତି ବିଜେଡିରେ ଯୋଗ ଦେବା ସମୟରେ ଦଳ ତରଫରୁ ଯେଉଁ ପ୍ରତିଶୃତି ମୋତେ ଦିଅ୍ରାଯାଇଥିବା କଥା ପୁରଣ କରାଯାଇ ନଥିବାରୁ ଦଳୀୟ ସେ ବିିଜେଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଉସ୍ତଫା ଦେଇଛନ୍ତି । ଯେଉଁଁ ବିଜୁ ଜନତା ଦଳରେ ସ୍ୱାର୍ଥପର ଲୋକମାନେ ଓ ଅଗଣତାନ୍ତ୍ରୀକ ଉପାୟରେ ନାରୀ ଙ୍କୁ ସମ୍ମାନ ପଦାଧିକାରୀ ନବୀନ ବାବୁଙ୍କୁ ଜଣାନାହିଁ । ସେହି ଦଳକୁ ନିର୍ବାଚନରେ ଉଚିତ ନ୍ୟାୟ ଦେବା ବୋଲି କହିବା ସହ ସେ ବାଲେଶ୍ୱର ଜନସାଧ।।ରଣ ଓ ସୁଖ ଦୁଖରେ ସାମିଲ ହେବା ପାଇଁ ସେ ଦୃଢକ୍ତିି ପ୍ରକାଶ କରିବା ସହ ଲୋକ ମାନଙ୍କର ଭଲ ପାଇବା ବିଶ୍ୱାସ ଆଗାମୀ ଦିନରେ ରହିବ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି ।