ଯୁକ୍ତଦୁଇ ବିଜ୍ଞାନରେ ଆକାଂକ୍ଷାଙ୍କ ସଫଳତା

ନୟାଗଡ (ଓ୍ବାଇଏନଏସ) ନୟାଗଡ ଜିଲ୍ଲା, ଭାପୁରବ୍ଲକ ଅନ୍ତର୍ଗତ କରବର ଗ୍ରାମର ଆଖ୍ୟାଙ୍କା ଅସ୍ମିକା ଯୁକ୍ତଦୁଇ ବିଜ୍ଞାନ 2025 ଓଡିଶା ବୋର୍ଡ ଅଧୀନ ବାର୍ଷିକ ପରୀକ୍ଷା ରେ 94.8% ପ୍ରତିଶତ ନମ୍ବର ରଖି ଅର୍ଥାତ 600 ରୁ 569 ନମ୍ବର ଅହେତୁକ ସଫଳତା ହାସଲ କରିବା ସହିତ ନୟାଗଡ ହାୟର ସେକେଣ୍ଡେରୀ ସ୍ୱୟଂ ଶାସିତ ନିଜ ବିଦ୍ୟାଳୟ କୁ ଗୌରାବାନ୍ୱିତ କରିଛନ୍ତି । ଝିଅ ମାନେ ବି କୌଣସି ଗୁଣରେ କମ ନୁହଁନ୍ତି, ଏହା ପୁନର୍ବାର ପ୍ରମାଣିତ କରିଛନ୍ତି ଏହି ବାଳିକା ଜଣକ। ଏଠାରେ ସୂଚନା ଯୋଗ୍ୟଯେ ତାଙ୍କ ପିତା ସୁଶାନ୍ତ କୁମାର ମଲ୍ଲିକ ଓ ମାତା ମଧୁସ୍ମିତା ପ୍ରଧାନଙ୍କ ସୁଯୋଗ୍ୟା ସନ୍ତାନ ଅଟନ୍ତି । ଶିକ୍ଷାବିତ ରମେଶ ଚନ୍ଦ୍ର ସାମନ୍ତରାୟ ଙ୍କ ସହ ବହୁ ଶିକ୍ଷକ, ବୁଦ୍ଧିଯିବି, ଶୁଭେଛୁ ମାନଙ୍କ ଅଭିନନ୍ଦନ ର ବାର୍ତ୍ତା ଛୁଟିବାରେ ଲାଗିଛି ବୋଲି ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ନାରାୟଣ ଖୁଣ୍ଟିଆ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ