ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ବୁଗୁଡା (ଅନିଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ “ଆମ ସଂସ୍କୃତି, ଆମ ଖେଳନା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଏବିଇଓ ଅମିତା କୁମାରୀ ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ ଏକାଉଣ୍ଟେଣ୍ଟ ଯୁଗଳ କିଶୋର ବେହେରା, ଅବସରପ୍ରାପ୍ତ ବିଇଓ ପ୍ରମୋଦ କୁମାର ସେନାପତି, ରାମଣ୍ଡା ଶିକ୍ଷକ ଅମିୟ କୁମାର ସ୍ବାଇଁ, ପ୍ରଜ୍ଞା  ପ୍ରିୟଦର୍ଶିନୀ ସଂଗ୍ରାମ  କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୁଶାନ୍ତ କୁମାର ସେଠୀ, ଗୋଳାବନ୍ଧ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରୋହିତ କୁମାର ସେଠୀ, ମୋଟାବାଡି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମାକାନ୍ତ ଦାସ, ବିରଞ୍ଚିପୁର ସିଆରସିସି ଦେବଦତ୍ତ ମହାନ୍ତି, ମାଣିତରା ସିଆରସିସି ଶଶିକାନ୍ତ ପାତ୍ର, ବୁଗୁଡା ସିଆରସିସି କିରଣବାଳା ତ୍ରିପାଠୀ, ଗୋଲିଆ ସିଆରସିସି ସୁନିତା ପାଣିଗ୍ରାହୀ, କରଚୁଲି ସିଆରସିସି ପୂର୍ଣ୍ଣ ଚନ୍ଦ୍ର ବେହେରା, ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ଦାସ ଓ ରାମଚନ୍ଦ୍ର ସାହୁ, ଗୋଳାବନ୍ଧ ସରପଞ୍ଚ ପ୍ରତିନିଧି ଶଙ୍କର ଜେନା, ଗୋଳାବନ୍ଧ ସମିତି ସଭ୍ୟ ଜିତେନ୍ଦ୍ର କୁମାର ସ୍ବାଇଁ, ଏସଏମସି ସଭାପତି ପୂର୍ଣ୍ଣ ଚନ୍ଦ୍ର ଗୌଡ଼ , ଗ୍ରାମ ସଭାପତି କୁମୁଦ ଜେନା, ବେତାରସିଂ ୟୁ.ପି.ସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରା, ଡାକରାବାଡି ୟୁ.ପି.ସ୍କୁଲ ପ୍ରଧାନ ଶିକ୍ଷକ ନିରଞ୍ଜନ ଗୌଡ଼, ରାମଣ୍ଡା ୟୁ.ପି.ସ୍କୁଲ ପ୍ରଧାନ ଶିକ୍ଷକ କାଳୀ ଚରଣ ଆଚାର୍ଯ୍ୟ, ମୋଟାବାଡି ୟୁ.ପି.ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ତ୍ରିପାଠୀ, ସୋଲଣ୍ଡି ୟୁ.ପି.ସ୍କୁଲ ପ୍ରଧାନ ଶିକ୍ଷକ ଶଙ୍କର ଜେନା, ସୁବୁଦ୍ଧି ପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସସ୍ମିତା ସ୍ୱାଇଁ, ସାଇ ବାସୁଦେବ ପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଞ୍ଜୁଲତା ପାତ୍ର, ଠଣାପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗଣେଶ୍ବର ଦଳାଇ , ଏସଏମସି ମେମ୍ବର ବୃନ୍ଦ ଓ ପଞ୍ଚସଖା ଶିକ୍ଷା ସେତୁର ସଦସ୍ୟ ବୃନ୍ଦ ଯୋଗଦେଇଥିଲେ। ଶେଷରେ ଶିକ୍ଷକ ସୁଶାନ୍ତ କୁମାର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ। ଶିକ୍ଷକ ଅମିୟ କୁମାର ସ୍ବାଇଁ, ପ୍ରଜ୍ଞା ପ୍ରିୟଦର୍ଶିନୀ ସଂଗ୍ରାମ ସିଂହ ଓ ମିନତୀ ସେଠୀ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ