ବନ୍ଦ କୋଠରୀରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା ରାଳବ ଗ୍ରାମର ଏକ ବନ୍ଦ କୋଠରୀରୁ ଜୈନିକ ଯୁବକଙ୍କ ଗଳିତ ଶବକୁ ପୋଲିସ ଉଦ୍ଧାର କରିଛି । ମୃତକ ଜଣକ

Read more

ମାୟାବତୀଙ୍କ ପ୍ରାକ୍ତନ ପିଏସ୍ଙ୍କ ଘରୁ ୫ଠ ଲକ୍ଷ ଟଙ୍କାର କଲମ ଜବତ

ଲକ୍ଷେ୍ନø (ଏଜେନ୍ସି): ଦଳିତ, ନିଷ୍ପେସିତ ଏବଂ ପଛୁଆବର୍ଗଙ୍କ ନାଁରେ ରାଜନୀତି କରୁଥିବା ବିଏସ୍ପି ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ପୂର୍ବତନ ପିଏସ୍ ନେତ ରାମ୍ଙ୍କ

Read more

ମନ୍ଦିର ଏବଂ ବିଜୁ ମେଡିକାଲ ରୋଡ ଅବରୋଧ : ଥାନାରେ ଏତଲା

ପାରାଦୀପ : ବନ୍ଦର ମୁଖ୍ୟ ଦ୍ୱାର ନିକଟରେ ଥିବା ମା ଦକ୍ଷିଣକାଳୀ ମନ୍ଦିର ଏବଂ ସ୍ଥାନୀୟ ଜନସାଧାରଣଙ୍କ ଏକ ମାତ୍ର ସାହା ଭରସା ବିଜୁ ମେମୋରିଆଲ ମେଡିକାଲ

Read more

କାମ କରି ପଇସା ନପାଇ ମାଲିକ ଦ୍ୱାରା ମାଡ

ବାଲେଶ୍ୱର,: ସମାଜରେ ଏପରି ଲୋକ ଅଛନ୍ତି ଯେଉଁମାନଙ୍କ ହୃଦୟରେ ମାନବିକତାର ସ୍ଥାନ ନାହିଁ, ଏପରିକି ଯେଉଁମାନଙ୍କ ମନରେ ମାନବିକତା ଅଛି ତାହା ଭୁଲି ଯାଇ ଅନ୍ୟର କ୍ଷତି

Read more

ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୨୪ ଘଣ୍ଟା ବିତିନି, ନିୟମ ଉଲ୍ଲଂଘନ କଲେ ସାଂସଦ, ମାମଲା ରୁଜୁ

ସୀତାମାରି (ବିହାର): ୨ଠ୧୯ ଲୋକସଭା ନିର୍ବାଚନ ସମେତ ୪ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ କମିଶନ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବା ସହ ଆଚରଣବିଧି ମଧ୍ୟ

Read more

ଦୁଇ ବାଇକ ମୁହାଁମୁହିଁ ଧକ୍କା ୪ ଜଣ ଆହାତ

ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ତନରଡା ବଡଶଙ୍ଖ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୂର୍ଘଟଣାରେ ୪ ଜଣ ଆହାତ ହୋଇଛନ୍ତି । ଆହତ

Read more

ଓଭରବ୍ରିଜ ଉପରେ ଜଳିଗଲା କାର, ମା’ ଓ ଦୁଇ ଝିଅ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ(ଏଜେନ୍ସି): ଦିଲ୍ଲୀ ଓ ଯମୁନା ଡିପୋ ନିକଟରେ ରବିବାର ଏକ ଚଳନ୍ତା ଗାଡ଼ିରେ ନିଆଁ ଲାଗିଯାଇ ମା’ ଓ ଦୁଇ ଶିଶୁ କନ୍ୟା ଜୀବନ୍ତ ଦଗ୍ଧ ହୋଇଯାଇଥିବା

Read more

ପେଟ୍ରୋଲ ଟାଙ୍କି କର୍ମଚାରୀଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟ୍

ନିରାକାରପୁର (ଯୁଗାବ୍ଦ ନ୍ୟୁଜ୍‍):ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପଦ୍ମପୁର ଛକରେ ଥିବା ପେଟ୍ରୋଲ ଟାଙ୍କିର ବିକ୍ରି ଟଙ୍କାକୁ ବ୍ୟାଙ୍କରେ ଡିପୋଜିଟ ପାଇଁ ନେଉଥିବା କର୍ମଚାରୀଙ୍କୁ ମାଡ଼ ମାରି

Read more

ବାଇକ୍ ଦୁର୍ଘଟଣାରେ ଗହଣା ବ୍ୟବସାୟୀ ମୃତ

ଗୋପ (ଯୁଗାବ୍ଦ ନ୍ୟୁଜ୍‍):ନିମାପଡା-ଗୋପ ରାସ୍ତାର ଧିରପୁରଠାରେ ଗତକାଲି ରାତି ୧୧ଟାରେ ଗୋପ ବଜାରର ଗହଣା ବ୍ୟବସାୟୀ ମନୋଜ ସାହୁଙ୍କର ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ମନୋଜ

Read more

Advertisement

ଏବେ ଏବେ