ମାଗଣା ଶବ ବାହନ ସେବା ଶୁଭାରମ୍ଭ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ମୁଖ୍ୟ ଚିକିସôାଳୟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ମାଗଣା ଶବ ବାହନ ସେବା କେନ୍ଦୁଝର ଲୋକସଭା ସାଂସଦ ଅନନ୍ତ ନାୟକଙ୍କ କରକମଳରେ ଶୁଭାରମ୍ଭ
Read moreକେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ମୁଖ୍ୟ ଚିକିସôାଳୟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ମାଗଣା ଶବ ବାହନ ସେବା କେନ୍ଦୁଝର ଲୋକସଭା ସାଂସଦ ଅନନ୍ତ ନାୟକଙ୍କ କରକମଳରେ ଶୁଭାରମ୍ଭ
Read moreକେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଦରବାର ହଲଠାରେ ଆୟୋଜିତ ହୋଇଯାଇଛି। ଜିଲ୍ଲାରେ ଶିଶୁ ମାନଙ୍କ
Read moreକେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ତୋରାଣି ପୋଖରୀ ହାଟ ପଡ଼ିଆ ଠାରେ,ଭାରତ ସରକାରଙ୍କ ଉପଭୋକ୍ତାଙ୍କ ମଙ୍ଗଳ ଓ ଆଇନ ପାଳନ କମିଶନଙ୍କ ସହାୟତାରେ ଶକ୍ତି
Read moreହାଟଡିହି (ପାର୍ଥ ସୌରଭ ସା) କେନ୍ଦୁଝର ଜିଲ୍ଲା ହଦଗଡ଼ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ଧନୁର୍ଜୟପୁର ହାଇସ୍କୁଲ ପରିସରରେ ବନ ମହୋସଚ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ
Read moreହାଟଡ଼ିହି(ଓ୍ବାଇ,ଏସଏସ) କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଅନ୍ତର୍ଗତ କେ.ବାଲିପାଳ ପଞ୍ଚାୟତଟି ସାଧାରଣତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ । ଏହି ପଞ୍ଚାୟତ ଅଧିନସ୍ଥ ୧ନଂ ୱାର୍ଡ଼ ମଲ୍ଲିପଶି
Read moreହାଟଡିହି (ପାର୍ଥ ସୌରଭ ସା) ରାଜ୍ୟରେ ସରକାର ପରିବର୍ତନ ପରେ ଏବେ ସବୁ ବିଜେପି ମୁଁହା। ପ୍ରତି ଗାଁ ଓ ପଞ୍ଚାୟତରେ ଏବେ ଅନେକ ଲୋକ ଭିନ୍ନ
Read moreହାଟଡିହି (ଓ୍ବାଇଏନଏସ): ବଞ୍ଚୋ ନାଇକ୍ ସାହିକୁ ନାହିଁ ସବୁଦିନିଆ ରାସ୍ତା। ଗାଁ ରେ ୬୦ରୁ ଊର୍ଦ୍ଧ୍ବ ପରିବାରର ତିନିଶହ ରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ
Read moreହାଟଡିହି(ଓ୍ବାଇଏନଏସ): ମାତ୍ର ଦୁଇଦିନ ବର୍ଷା ରେ ବେହାଲ ଅଣା ଗାଁର ସ୍ଥିତି। ରାସ୍ତା ରେ ଆଣ୍ଠୁଏ ପାଣି । ଏହି ପାଣି ଦେହରେ ଲାଗିଲେ ହେଉଛି କୁଣ୍ଡିଆ
Read moreହାଟଡିହି (ଓ୍ବାଇଏନଏସ) ହାଟଡିହି ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ଜେନାଙ୍କୁ ବ୍ଲକ ପକ୍ଷରୁ ଅବସର ସମ୍ବର୍ଦ୍ଧନା ଦିଆଯାଇଛି। ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଙ୍କ ଅଧ୍ୟକ୍ଷତାରେ
Read moreହାଟଡିହି (ଓ୍ବାଇଏନଏସ) ହାଟଡିହି ବ୍ଲକ ସରମଙ୍ଗା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ବେହେରାଙ୍କୁ ଅବସର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପୂର୍ବତନ ଏବିଇଓ ନୃସିଂହ ଚରଣ ସେନାପତିଙ୍କ
Read more