ଛୁରାମାଡରେ ଯୁବକ ଗୁରୁତର

ପାତ୍ରପୁର ,( ଯୁଗାବ୍ଦ ନ୍ୟୁଜ୍) ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ଅଘଟଣ । ପୂର୍ବଶତ୍ରୁତାକୁ କେନ୍ଦ୍ରକରି ରମେଶ ନାମକ ଜଣେ ଯୁବକଙ୍କୁ ଛୁରା ମାଡ କରିଥô୍ବା ଜଣାପଡିଛି

Read more

ଲୁଚକାଳି ଖେଳୁଛି ମୌସୁମୀ : ଧାନଚାଷ ବାଧାପ୍ରାପ୍ତ ଆଶଙ୍କା

ହିଂଜିଳିକାଟୁ, (ଶେଷଦେବ ସାହୁ): ମୌସୁମୀର ଲୁଚକାଳି ଖେଳ ଏବେ ଚାଷୀଙ୍କ ପାଇଁ କାଳ ହୋଇଛି । ବିଳମ୍ବିତ ମୌସୁମୀ ଯୋଗୁଁ ଚାଷୀକୂଳ ଏବେ ଚିନ୍ତାରେ । ବର୍ଷା

Read more

ରେଶମ ସହରରେ ଖୋଲିଲା ମିଲକ୍ ଏଟିଏମ

ଓଡିଶା ର ପ୍ରଥମ ମିଲକ୍ ଏଟିଏମ ରେଶମ ସହର ବ୍ରହ୍ମପୁର ରେ ସ୍ଥିତ ଗେଟ ବଜାରରେ ଉଦଘାଟିତ ହୋଇଛି । ଏହାକୁ ଉଦଘାଟନ କରିଥିଲେ ବ୍ରହ୍ମପୁର ବିଧାୟକ

Read more

ବେଳଗୁଣ୍ଠା ରେ ପସିଦ୍ଧ ଘୋଷଯାତ୍ରା ପାଳିତ

ଯୁଗାବ୍ଦ ନ୍ୟୁଜ: ପବିତ୍ର ରଥଯାତ୍ରା ଭଗବାନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କର ପବିତ୍ର ଯାତ୍ରା ସାରା ବିଶ୍ୱ ରେ ପାଳିତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଭଞ୍ଜନଗର

Read more

ବେଗୁନିଆପଡା ବ୍ଳକର ବିଭିନ୍ନ ଗ୍ରାମରେ ରଥଯାତ୍ରା ଅନୁଷ୍ଠିତ

କୋଦଳା:ଯୁଗାବ୍ଦ ନ୍ୟୁଜ (ଗୁଲସନ୍ କୁମାର କର) ଗଞ୍ଜାମ ଜିଲ୍ଲା କୋଦଳାର ଜଗନ୍ନାଥ ମନ୍ଦିର ସମେତ ବେଗୁନିଆପଡା ବ୍ଲକର ମଠବ୍ରହ୍ମପୁର, ତିରିଡ଼ା,ବରିଡା, ମଠସରସିଙ୍ଗି, ନୂଆଗାଁ,ବୁରୁଝୁରି,କଣ୍ଟାପଡା, ଚିଙ୍ଗୁଡ଼ିଖୋଲ ଓ ବେରୁଆଁବାଡ଼ି

Read more

ପବିତ୍ର ରଥଯାତ୍ରା ଉପଲକ୍ଷେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ୧୦୮ ହନୁମାନ ଚାଳିଶା ପାଠ

ବ୍ରହ୍ମପୁର : ଲୋଚାପଡ଼ା କାଳୀ ମନ୍ଦିର ପ୍ରାଙ୍ଗଣରେ ଦିବ୍ୟ ଜୀବନ ସଂଘ ଦ୍ୱାରା ସଂଘର ସନ୍ଥ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତାରେ ପବିତ୍ର ରଥଯାତ୍ରା ଉପଲକ୍ଷେ

Read more

“ନବୀନ’ର ୯୦ତମ ସ୍ୱନକ୍ଷତ୍ର ଉତ୍ସବରେ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ

ବ୍ରହ୍ମପୁର : ସାପ୍ତାହୀକ “ନବୀନ’ ସମ୍ବାଦପତ୍ରର ୯୦ତମ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ସାହିତ୍ୟିକ ସମାବେଶ ଓ କବିତା ପାଠେ ।ତ୍ସବ ଅନୁଷ୍ଠିତ ହେ ।ଇଯାଇଛି

Read more

ଶ୍ରୀ ପତିତପାବନଙ୍କ ଗୁଣ୍ଡିଚା ଯାତ୍ରା

ଦିଗପହଣ୍ଡିି( ଯୁଗାବ୍ଦ ନ୍ୟୁଜ): ଦିଗପହଣ୍ଡି ସହରାଞ୍ଚଳ ଜନତାଲେନ୍ ସ୍ଥିତ ପତିତପାବନ ମହାପ୍ରଭୂଙ୍କ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଯାଇଛି । ବୁଧବାର ଭୋର୍ ସକାଳୁ ରିତୀନିତୀ ପୂର୍ବକ ପୂଜାର୍ଚ୍ଚନା

Read more

ସଂଗ୍ରାମ ସ୍ପୋଟସ୍ କ୍ଲବର ନିଜସ୍ୱ ଗୃହ ଉଦଘାଟିତ

ଛତ୍ରପ( ଯୁଗାବ୍ଦ ନ୍ୟୁଜ): ପବିତ୍ର ରଥ ଯାତ୍ରା ଉପଲକ୍ଷେ ସଂଗ୍ରାମ ସ୍ପୋଟସ୍ ଖେଳ ପଡିଆ ନିକଟରେ ସଂଗ୍ରାମ ସ୍ପୋଟସ୍ କ୍ଲବର ନିଜସ୍ୱ ଗୃହ ଉଦଘାଟିତ ହୋଇଯାଇଛି ।

Read more

Advertisement

ଏବେ ଏବେ