ଖାଦ୍ୟ ସୁରକ୍ଷା ପ୍ରଶିକ୍ଷଣ କର୍ମଶାଳା

ଢ଼େଙ୍କାନାଳ, (ଯୁଗାବ୍ଦ ନ୍ୟୁଜ):ଗତକାଲି ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ ସ୍ଥିତ ସାହୁ ହୋଟେଲଠାରେ ଖାଦ୍ୟ ସୁରକ୍ଷା ଓ ନିରାପତ୍ତାର (ୠଙଝଞଇଉ) । ର ଏକ ପ୍ରଶିକ୍ଷଣ କର୍ମଶାଳା

Read more

ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ ଭୁବନଠାରେ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ଭୁବନ, (ଯୁଗାବ୍ଦ ନ୍ୟୁଜ) : ଜୁଲାଇ ୩୧ – ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ଅବସରରେ ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ

Read more

ନବୋଦୟ ବିଦ୍ୟାଳୟକୁ ଗୁଣାତ୍ମକ ଶିକ୍ଷାର ପ୍ରୟୋଗଶାଳା କରିବା ପାଇଁ ସଙ୍କଳ୍ପ ନେବା : ଧର୍ମେନ୍ଦ୍ର ପ୍ରଧାନ

ଢ଼େଙ୍କାନାଳ, (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଢ଼େଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଜବାହର ନବୋଦୟ

Read more

“ବିଶ୍ୱ ଓଡ଼ିଶା’ର ସଭାପତି ହେଲେ ଡ. ସୂର୍ଯ୍ୟନାରାୟଣ ପାତ୍ର  

ଢେଙ୍କନାଳ,(ଓ୍ବାଇଏନ୍ଏସ୍) : ଓଡ଼ିଶା ବିଧାନସଭାର ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶା ରାଜନୀତିର ବରିଷ୍ଠ ବ୍ୟକ୍ତିତ୍ୱ ଡ. ସୂର୍ଯ୍ୟନାରାୟଣ ପାତ୍ର “ବିଶ୍ୱ ଓଡ଼ିଶା’ର ସଭାପତି ଭାବରେ ନିର୍ବାଚିତ

Read more

ରୋଟାରୀ କ୍ଳବ ବ୍ରହ୍ମପୁର ଇଷ୍ଟ ତରଫରୁ ଦୂଇଗୋଟି ସ୍ବାଭିମାନ କେନ୍ଦ୍ର ଉଦଘାଟିତ

ଛତ୍ରପୁର,(ଦେବଦତ୍ତ ମହାରଣା): ରୋଟାରୀ କ୍ଳବ ବ୍ରହ୍ମପୁର ଇଷ୍ଟ ତରଫରୁ ଦୂଇଗୋଟି ସ୍ବାଭିମାନ କେନ୍ଦ୍ର ଉଦଘାଟିତ ଅବସରରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ଛତ୍ରପୁର ବ୍ଳକ

Read more

ରାଜ୍ୟ ସମ୍ପାଦକ ଭାବେ ତପନ କୁମାର ଦାସ ଙ୍କୁ ମନୋନୀତ କଲେ ମୁଖ୍ୟମନ୍ତ୍ରୀ

କାମାକ୍ଷାନଗର, (ଓ୍ବାଇଏନ୍ଏସ୍): ବିଜୁ ଜନତା ଦଳର ସଦ୍ୟ ପ୍ରକାଶିତ ରାଜ୍ୟ କମିଟିରେ ରାଜ୍ୟ ସମ୍ପାଦକ (ପରିବେଶ) ପଦରେ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଯୁବନେତା ତପନ କୁମାର ଦାସ

Read more

ବଜାର ଶୁନସାନସଟଡାଉନ ପ୍ରଭାବ

ଭୁବନ, : ଢେଙ୍କାନାଳ ଜିଲ୍ଲାକୁ ୧୦ ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ଆସିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ରେ ପହଁଚିଥିବାରୁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା

Read more

ମୌସୁମୀର ପ୍ରଥମ ବର୍ଷ।ରେ ଜାତୀୟ ରାଜପଥରେ ଗାଡିଆ ଭ୍ରମ

ଭୂବନ, (ଓ୍ବାଇଏନ୍ଏସ୍) : ଭୁବନ ଅଂଚଳରେ ମୌସୁମୀର ପ୍ରଥମ ବର୍ଷାରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଫଳରେ ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର

Read more

ଢେଙ୍କାନାଳରେ ଆରଏସ୍‌ଏସ୍‌ର ସେବାକାମ

ଢେଙ୍କାନାଳ (ଓ୍ବାଇଏନ୍ଏସ୍) : କରୋନା ମହାମାରିକୁ ନେଇ ସାରାବିଶ୍ୱରେ ଆତଙ୍କ ଦେଖାଦେଇଥିବା ବେଳେ ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧି ପଦକ୍ଷେପ

Read more

Advertisement

ଏବେ ଏବେ