ଉତ୍ତମ ସାହାଯ୍ୟକାରୀ ୪ ବ୍ୟକ୍ତି ଙ୍କୁ ଗୁଡ ସାମରିଟାନ ସମ୍ମାନ ପ୍ରଦାନ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ସଡକ ଦୁର୍ଘଟଣାରେ ପୀଡିତ ବ୍ୟକ୍ତିଙ୍କୁ ଯଥା ସମୟରେ ଚିକିତ୍ସାଳୟରେ ପହଞ୍ଚାଇ ମାନବିକତାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଥିବା ୪ ବ୍ୟକ୍ତି ହିମାଦ୍ରୀ ରାଉତ,

Read more

ଯାଜପୁର ଜିଲ୍ଲା ସ୍ତରୀୟ ଭକ୍ତ କବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ):-ଗୀତ ଗୋବିନ୍ଦର ପ୍ରତିଟି ଚ୍ଥନ୍ଦ ମହାପ୍ରଭୁଙ୍କର ଅତି ପ୍ରିୟ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଚ୍ଥନ୍ତି ଗୀତ ଗୋବିନ୍ଦର ଶ୍ରେଷ୍ଠ ଉପାସକ ବୋଲି ଅତିଥି

Read more

ହୃଦ ରୋଗୀ ଶିଶୁଙ୍କ ପାଇଁ ସଂଜୀବନୀ ସାଜିଚ୍ଥି ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଯାଜପୁର ମାଧ୍ୟମରେ ଅଦ୍ୟାବଧି ୧୦୦ ରୁ ଅଧିକ ହୃଦ ରୋଗରେ ପୀଡିତ ଶିଶୁ ଓ ଚ୍ଥାତ୍ରଚ୍ଥାତ୍ରୀ ଙ୍କ

Read more

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ସୋମବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର

Read more

ଯାଜପୁର ସ୍ପୋର୍ଟସ କିକ ବକ୍ସିଂ ଆସୋସିଏସନ ର ପ୍ରଥମ ବେଲ୍ଟ ପରୀକ୍ଷା

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ଯାଜପୁର ସ୍ପୋର୍ଟସ କିକ ବକ୍ସିଂ ଆସୋସିଏସନ ତାହାର ପ୍ରଥମ ବେଲ୍ଟ ଟେଷ୍ଟ ୧ ॰ ୫॰ ୨୨ ରେ କରିଅଛି । ସଂସ୍କୃତି

Read more

ଆଜି ଶ୍ରମିକ ଦିବସ : ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ଆଜି ଶ୍ରମିକ ଦିବସ। ଏହି ଅବସରରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତ ହେଉଛି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ। ଯାଜପୁର ଜିଲ୍ଲା ପାଣିକୋଇଲି

Read more

ଓଡିଶା ଜନସେବା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ସାଧାରଣ ଲୋକମାନଙ୍କୁ ଉନ୍ନତ ଓ ସମୟ ଉପଯୋଗୀ ସେବା ଯୋଗାଇ ଦେବାକୁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି । ଏହାର ସଠିକ ରୂପାୟନ

Read more

ଶ୍ରମିକମାନେ ଦେଶ ନିର୍ମାଣର କର୍ଣ୍ଣଧାର : ଜିଲ୍ଲା ପରିଷଦ ସଭାପତି

ଯାଜପୁର, (ଯୁଗାବ୍ଦ ନ୍ୟୁଜ):-ଶ୍ରମିକମାନେ ଦେଶ ନିର୍ମାଣ ଓ ପ୍ରଗତିରକର୍ଣ୍ଣଧାର ।ତେଣୁ ପ୍ରତ୍ୟେକଶ୍ରମଜୀବିଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବାକୁ ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଯେନା ଆଦ୍ୱାନ

Read more

ଯାଜପୁର ଜିଲ୍ଲା ସ୍କାଉଟ ଗାଇଡ ପକ୍ଷରୁ ଜଳ ଦାନ କେନ୍ଦ୍ର

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ଯାଜପୁର ଜିଲ୍ଲା ସ୍କାଉଟ ଗାଇଡ ପକ୍ଷରୁ ଜିଲ୍ଲା ସ୍କୁଲ ପଡିଆ ନିକଟ ସ୍କାଉଟ ଗାଇଡ ଭବନ ସମ୍ମୁଖରେ ଜଳ ଦାନ ଶିବିରର ଆୟୋଜନ

Read more

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଗୁରୁବାର ପୂର୍ବାହ୍ନରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି

Read more

Advertisement

ଏବେ ଏବେ