ସଡକ ଦୂର୍ଘଟଣାରେ ୧୩ ମୃତ ,ଅନେକ ଗୁରୁତର

କୁନ୍ନୂଲ : ଆନ୍ଧ୍ରପ୍ରଦେଶର କୁନ୍ନୁଲ ଠାରେ ଏକ ଘରୋଇ ବସ ଓ ଏସୟୁଭି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୧୩ ଜଣ ମୃତ ବରଣ କରିଥିବା ବେଳେ

Read more

କ୍ଷତିଗ୍ରସ୍ତ କୁକୁଡ଼ା ·ଷୀଙ୍କୁ ବାତ୍ୟା ସହାୟତା ଦେବାକୁ ସମାଜବାଦୀ ପାର୍ଟିର ଦାବି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫନି ବାତ୍ୟା କ୍ଷତିଗ୍ରସ୍ତ ସବୁ ବର୍ଗର ·ଷୀମାନଙ୍କ ପାଇଁ ଆଜି ସନ୍ଧ୍ୟାରେ ୧୬ଶହ କୋଟି ଟଙ୍କାର ଇନ୍ପୁଟ୍ ସବ୍ସିଡ଼ି ଘୋଷଣା

Read more

ଫୋନି ପ୍ରଭାବିତ ଅଂଚଳରେ ମୋବାଇଲ୍ ଏଟିଏମ୍ ବ୍ୟବସ୍ଥା : ଧର୍ମେନ୍ଦ୍ର ପ୍ରଧାନ

ଭୁୁବନେଶ୍ୱର : ରାଜ୍ୟରେ ଫୋନି ପ୍ରଭାବିତ ଅଂଚଳରେ ଟଙ୍କା ଉଠାଣରେ କୌଣସି ଅସୁବିଧା ରହିବ ନାହିଁ । ଏଟିଏମ୍ ଗୁଡିକ ଶୀଘ୍ର କାର୍ଯ୍ୟକ୍ଷମ ହେବାର ଯୋଜନା କରାଯାଉଛି

Read more

୨୩୪ଟି ପେଟ୍ରୋଲପମ୍ପ ମଧ୍ୟରୁ ୨୩୨ ଟି ପେଟ୍ରୋଲପମ୍ପ କାର୍ଜ୍ୟ ଆରମ୍ଭ ହୋଇଛି : ଧର୍ମେନ୍ଦ୍ର

ଭୁବନେଶ୍ୱର : ପୁରୀ, ଖୋର୍ଧା ଓ କଟକରେ ଥିବା ୨୩୪ଟି ପେଟ୍ରୋଲପମ୍ପ ମଧ୍ୟରୁ ୨୩୨ ଟି ପେଟ୍ରୋଲପମ୍ପ କାର୍ଜ୍ୟ କରିଛି । ଆସନ୍ତାକାଲି ଆଉ ଦୁଇଟି ପେଟ୍ରୋଲପମ୍ପ

Read more

ରାତି ୭ ଟା ସୁଦ୍ଧା ୫ ଟି ଜିଲ୍ଲାରେ କାଳବେଶାଖି ସମ୍ବାବନା

ଆଜି ରାତି ରେ ଜିଲ୍ଲାର ୫ ଟି ସ୍ଥାନରେ କାଳବୈଶାଖି ହେବାର ସମ୍ଭାବନା ରହିଛି ବୋଲି ଦକ୍ଷିଣ ପଶ୍ଚିମ ଓଡିଶାର ନୟାଗଡ ଆଂଚଳିକ ପାଣିପାଗ ବିଭାଗ ତରଫରୁ

Read more

ଫୋନି ବାତ୍ୟାରେ ପ୍ରଭାବିତ ଲୋକମାନଙ୍କୁ ସାହାର୍ଯ୍ୟ ପାଇଁ ହାତ ବଢାଇଲା କର୍ଣ୍ଣାଟକ

ବିଗତ ଦିନରେ ଓଡିଶାରେ ହୋଇଥିବା ଫାଇଲିନ ଓ ତିତଲି ଭଳି ବାତ୍ୟା ଓଡିଶାକୁ ତଳିତଳାନ୍ତ କରିଥିବା ବାତ୍ୟା ଲୋକମାନଙ୍କ ମନରୁ ପାଶୋରି ନଥିବା ବେଳେ ଚଳିତ ୨୦୧୯

Read more

ପ୍ରଶଂସା ସାଉଣ୍ଟୁଛନ୍ତି ଯୁବ ଆଇଏସ ଅଧିକାରୀ

ବାତ୍ୟା ଫୋନି ଦୁଃଖ ଦେଇଯାଇଛି ସତ କିନ୍ତୁୁ ଏମିତି କିଛି ସରକାରୀ ଅଫିସର ଅଛନ୍ତି ଯେ ଯାହା ଙ୍କ ନିଷ୍ଠାପରତା ଓ କାର୍ଯ୍ୟଦକ୍ଷତା ପାଇଁ ସାଧାରଣ ରେ

Read more

ଗୁଳୁଗୁଳି ଓ ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ

କୋଦଳା :(ଗୁଲସନ୍ କୁମାର କର) ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଝାଞ୍ଜି ପବନ ହେଉଥିବା ଜଣାପଡିଛି। କୋଦଳା ଓ ବେଗୁନିଆପଡ଼ା

Read more

ତେଲେଙ୍ଗାନା ପୋଲିସକୁ ଆକ୍ରମଣ

ହାଇଦ୍ରାବାଦରୁ ତେଲେଙ୍ଗାନା ସ୍ପେଶାଲ ପୋଲିସ ଟିମ ଆସି ସାନଖେମୁଣ୍ଡି ପାଟପୁର ଥାନା ଡେଙ୍ଗାଡି ରେ ଜଣେ ଅଭିଯୁକ୍ତକୁ ଧରି ପଚାରାଉଚାରା କରିବା ସମୟରେ ପିଲାଚୋର ଭାବି ଗ୍ରାମବାସୀ

Read more

ରାଜଧାନୀବାସୀ ଙ୍କ ଗୋଟିଏ ପ୍ରଶ୍ନ, କେବେ ଆସିବ କରେଣ୍ଟ!

ଫୋନି ଦ୍ୱାରା ବିଷେଶ କ୍ଷୟ କ୍ଷତି ହୋଇଥିବା ରାଜଧାନୀ ଭୂବନେଶ୍ୱର ବାସୀ ଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଛି ପିଇବା ପାଣି ଓ ଇଲେକଟ୍ରିକ । ୫

Read more

Advertisement

ଏବେ ଏବେ