ମହିଳାଙ୍କ ଖାଦ୍ୟନଳୀ କାଟିଦେବା ଘଟଣା : କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ମହିଳାଙ୍କ ସ୍ୱାମୀ
ଛତ୍ରପୁର, (ଦେବଦତ୍ତ ମହାରଣା) : ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ପୋଟଲାମପୁର ଗ୍ରାମର ମହାଲକ୍ଷ୍ମୀ ନାୟକ ନାମକ ଜଣେ ମହିଳାଙ୍କ ପରିବାର ନିୟନ୍ତ୍ରଣ
Read more











