କାର୍ରୁ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର

ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍‍): ବାଣିଗୋଛା ଥାନା ଅନ୍ତର୍ଗତ କେନ୍ଦୁପତ୍ର ଫଡି ସମ୍ମୁଖରେ ଥିବା ଏକ କାର୍ ମଧ୍ୟରୁ ସନ୍ଦେହଜନକ ଅବସ୍ଥାରେ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ

Read more

ଗୋକର୍ଣ୍ଣପୁର ଶାଖା ଦ୍ୱାରା ସ୍ୱତନ୍ତ୍ର ସତସଙ୍ଗ ପାଳିତ

(ଯୁଗାବ୍ଦ ନ୍ୟୁଜ)ଦିବ୍ୟ ଜୀବନ ସଂଘ ଗୋକର୍ଣ୍ଣପୁର ଶାଖା ଦ୍ୱାରା ଏକ ସ୍ୱତନ୍ତ୍ର ସମନ୍ୱୟ ସମିତିର ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ଓ ବାବୁ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ

Read more

ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ …

ମେଷ – ଶୁଭଚନ୍ଦ୍ର ପ୍ରଭାବରେ ଆଜି କୌଣସି ସମ୍ପର୍କୀୟଙ୍କ ସହଯୋଗରେ ଆର୍ଥୀକ ଉର୍ଣ୍ଣତି ସହ କର୍ମ କ୍ଷେତ୍ରରେ ଫଳରେ ଆତ୍ମନିର୍ଭରଶିଳ ପରିବେଷ ମଧ୍ୟରେ କାଳାତିପାତ କରିବେ ।

Read more

ଅଭିଯୋଗ ଆଣିଲେ ପିତାମ୍ବର

ଛତ୍ରପୁର : ହିଂଜିଳି ବିଧାନସଭା ଆସନ ପାଇଁ ନବୀନ ପଟ୍ଟନାୟକ(ବିଜେଡିଙ୍କ ସମେତ ୯ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଛି । ଅନ୍ୟମାନେ ହେଲେ ଭାଜପା ର ପିତାମ୍ବର

Read more

ବେଲଗୁଣ୍ଠାପ୍ରେସକ୍ଲବରବାର୍ଷିକସାଧାରଣବୈଠକଓନୂତନକର୍ମକର୍ତ୍ତାଚୟନ।

ବେଲଗୁଣ୍ଠା: ବେଲଗୁଣ୍ଠାପ୍ରେସ୍କ୍ଲବରଏକବାର୍ଷିକସାଧାରଣ ବୈଠକଓନୂତନ କର୍ମକର୍ତ୍ତା ଚୟନକାର‌୍ୟ୍ୟକ୍ରମଅନୁଷ୍ଠିତହୋଇଯାଇଅଛି।ପ୍ରେସ୍କ୍ଲବରସଭାପତିମାଧବ ଚନ୍ଦ୍ରଆପଟଙ୍କସଭାପତିତ୍ବରେହୋଇଥିବାଏହିକାର‌୍ୟ୍ୟକ୍ରମରେମୁଖ୍ୟଅତିଥି ଭାବେଗାଙ୍ଗପୁରଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନଯୋଗଦେଇଥିବା ବେଳେବେଲଗୁଣ୍ଠାଫାଣ୍ଡି ଅଧିକାରୀପ୍ରକାଶ କୁମାର ସାହୁସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।କାର‌୍ୟ୍ୟକ୍ରମଆରମ୍ଭରେସମ୍ପାଦକସୁଶାନ୍ତମିଶ୍ରବାର୍ଷିକ ବିବରଣୀ ଉପସ୍ଥାପନା କରିବାସହନୂତନକର୍ମକର୍ତ୍ତାଚୟନପାଇଁପ୍ରସ୍ତାବ ଦେଇଥିଲେ।

Read more

Advertisement

ଏବେ ଏବେ