ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା : ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): କୃଷକଙ୍କ ମାନଙ୍କ ପାଇଁ ଖୁସି ଖବର | ଧାନ ଅମଳ ହେବା ସମୟ ପାଖେଇ ଆସୁଥିବା ବେଳେ ଚାଷୀମାନେ ମଣ୍ଡି କେବେଠାରୁ ଖୋଲିବ ସେ ଅପେକ୍ଷାରେ ରହିଛନ୍ତି | ତେବେ ରାଜ୍ୟରେ ଆସନ୍ତା ଡିସେମ୍ବର ୨୫ରୁ ମଣ୍ଡି ଖୋଲାଯିବ | ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି।ଧାନ ନେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି’ । ଗୋଦାମ ଖାଲି କରିବା ପାଇଁ ମିଲରଙ୍କୁ ଦାୟିତ୍ବ ଦିଆଯାଇଛି। ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ । ୩୨ଟି ମଡେଲ୍ ମଣ୍ଡି ପାଇଁ ଟେଣ୍ଡର ହୋଇଛି, ୩୦୦ କୋଟି ଟଙ୍କା ବ୍ୟୟବରାଦ’।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ