ଓଷ୍ଟା ପକ୍ଷରୁ ଜିଲା ସ୍ତରୀୟ ଶିଶୁ ମେହାତ୍ସବ ଅନୁଷ୍ଠିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରେର ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ୪୨ତମ ଜିଲା ସ୍ତରୀୟ ଶିଶୁ ମେହାତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟକ ଭୋବ ଭଣ୍ଡାରେିପାଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଯୋଗ ଦେଇ ଉତ୍ସବକୁ ଉଦ୍‌ଘାଟନ କରିଥେôଲ । ଜିଲା ଓଷ୍ଟା ସଭାପତି ଶଶୀ ଶେଖର କରଶର୍ମାଙ୍କ ସଭାପତିତ୍ୱେର ଅନୁଷ୍ଠିତ ଉତ୍ସବେର ବିଧାୟକ ଶ୍ରୀ ମଲ୍ଲିକ, ମୁଖ୍ୟ ଅତିଥି ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ମୁଖ୍ୟ ବକ୍ତା ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ.ଶେୁଭନ୍ଦ୍ର କୁମାର ମିଶ୍ର, ସମ୍ମାନୀତ ବକ୍ତା ପୂବର୍ତନ ରାଜ୍ୟ ଓଷ୍ଟା ସମ୍ପାଦକ ରଘୁନାଥ ସାହୁ, ସମ୍ମାନୀତ ଅତିଥି ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, କେନ୍ଦୁଆପଦା ସରପଞ୍ଚ ଇଂ.ପ୍ରେମାଦ ଜେନା, ଜିଲା ଓଷ୍ଟାର କାର୍ଯ୍ୟକାରୀ ସଭାପତି ଅନିଲ କୁମାର ମିଶ୍ର ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥେôଲ । ବନ୍ତ ବ୍ଲକ ସଭାପତି ଶ୍ରୀକାନ୍ତ ପଣ୍ଡା ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ, ଭଦ୍ରକ ବ୍ଲକ ସମ୍ପାଦକ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ, ଜିଲା ସମ୍ପାଦକ ପ୍ରଭାତ କୁମାର ପାଣିଗ୍ରାହୀ ବିବରଣୀ ପାଠ, ବାସେୁଦବପୁର ସମ୍ପାଦକ କମଳାକାନ୍ତ ନାୟକ ଧନ୍ୟବାଦ ଅପର୍ଣ କରିଥେôଲ । ଉଦ୍‌ଯାପନୀ ଉତ୍ସବେର ଅତିଥି ଭୋବ ରାଜ୍ୟ ଓଷ୍ଟା ସମ୍ପାଦକ ପ୍ରଣବ କୁମାର ଜେନା, ପୂବର୍ତନ ରାଜ୍ୟ ସହ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଦାଶ, ପୂବର୍ତନ ଜିଲା ଉପସଭାପତି ସୁବଳ କୁମାର ପତ୍ରୀ, ଅଜୟ କୁମାର ନନ୍ଦ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୁଃଶାସନ ଜେନା, ଅବସରପ୍ରାପ୍ତ ଶିକ୍ଷକ କେିଶାର ଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇଥେôଲ । ଭଣ୍ଡାରେିପାଖରୀ ସମ୍ପାଦକ ମେନାରଞ୍ଜନ ପଣ୍ଡା ଅତିଥି ପରିଚୟ ଓ ବନ୍ତ ସମ୍ପାଦକ ସେନ୍ତାଷ କୁମାର ଜେନା ଧନ୍ୟବାଦ ଅପର୍ଣ କରିଥେôଲ । ଏହି ଅବସରେର ବିଭିନ୍ନ ବ୍ଲକରୁ ଆସିଥିବା ୧୪୦ ଜଣ ପ୍ରତେିଯାଗୀ ବିଭିନ୍ନ ପ୍ରତେିଯାଗିତୋର ଭାଗ ନେଇଥେôଲ । ସେମାନଙ୍କ ମଧ୍ୟରୁ କୃତୀ ପ୍ରତେିଯାଗୀ ମାନଙ୍କୁ ରାଜ୍ୟ ସ୍ତରକୁ ମେନାନୀତ କରାଯାଇଥିଲା । ବିଚାରକ ଭୋବ ସାରଥି ପଣ୍ଡା, ବୈକୁଣ୍ଠନାଥ ସାହୁ, ଅପରାଜିତା ସାହୁ ଦାୟୀତ୍ୱ ତୁଲାଇଥେôଲ । କାର୍ଯ୍ୟକ୍ରମେର ଅନ୍ୟ ମାନଙ୍କ ମଧ୍ୟେର ପୂବର୍ତନ ଜିଲା ସମ୍ପାଦକ ପ୍ରଣବ କୁମାର ସାହୁ, ଚାନ୍ଦବାଲି ସମ୍ପାଦକ ପ୍ରଭାକର ପରିଡା, ତିହିଡି ସମ୍ପାଦକ ବିଶ୍ୱନାଥ ପଣ୍ଡା, ଧାମନଗର ସମ୍ପାଦକ ହେମନ୍ତ କୁମାର ସୂତାର, ଜିଲା ଉପସଭାପତି ପଶୁର୍ରାମ ସାହୁ, ବିକଶି ସାହୁ, ପର୍ଶୁରାମ ପାତ୍ର, ସହ ସମ୍ପାଦକ ପ୍ରଶାନ୍ତ ମିଶ୍ର, ଅରୁଣ ଶତପଥି, ଜିଲା କାର୍ଯ୍ୟକାରିଣୀ ସଭ୍ୟ ନିରଞ୍ଜନ ପଣ୍ଡା, ବ୍ରହ୍ମାନନ୍ଦ ରାୟ, ପ୍ରଦୀପ ବାରିକ, ସୁଶାନ୍ତ ଦାଶ, ରାଜ୍ୟ ସଦସ୍ୟ ଅୋଲାକ ରଞ୍ଜନ ମୁଖାର୍ଜୀ, ଶିକ୍ଷକ ଅଭୟ କୁମାର ପ୍ରଧାନଙ୍କ ସେମତ ଅନ୍ୟ ମୋନ ଉପସ୍ଥିତ ଥେôଲ । କାର୍ଯ୍ୟକ୍ରମ ପରିଚାଳନୋର କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଭ୍ୟସଭ୍ୟ ମୋନ ସହେଯାଗ କରିଥେôଲ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ