ଅବକାରୀ ବିଭାଗ ଓ ପୋଲିସ ମିଳିତ ଚଢ଼ାଉ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ଅବକାରୀ ବିଭାଗ ଓ ପୋଲିସ ମିଳିତ ଚଢାଉ ଚୋରା ମହୁ ଲି ସହିତ ପୋଚ ଜବତ ହୋଇଥିବା ଖବର ଆମ ହସ୍ତଗତ ହୋଇଛି l ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର କଟୁଆଳ ଏବଂ ବ୍ରହ୍ମପଡ଼ା ଗ୍ରାମ ପଛପଟ ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉରେ ମନ୍ଦାର ଗ୍ରାମରୁ ୧୧୦୦୦ କେଜି ମହୁଲ ପୋଚ ଏବଂ ୧୮୨୦ ଲିଟର ମହୁଲି ମଦ ଜବତ ହୋଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୯ ଲକ୍ଷ ୧୪ ହଜାର ଟଙ୍କା ବୋଲି ଜଣାପଡିଛି ଏବଂ ଚାରି ଗୋଟି ମାମଲା ରୁଜୁ ହୋଇଛି। ତେବେ ଏହି ଅଂଚଳ ରେ ବେଆଇନ ଭାବେ ବ୍ୟପ ପରିମାଣରେ ଦେଶୀ ଚୋରା ମହୁଲି କାରବାର ଚାଲୁଥିବା ବେଳେ ବନ୍ଦ ହେବା ନାଁ ଧରୁନୀ ତେବେ ଅବକାରୀ ବିଭାଗ ଚଢ଼ାଉ ସତେବି କିନ୍ତୁ ଚୋରା ମହୁଲି ମଦ କରାବାର ରୋକିବା ସଫଳ ହେଉନଥିବା ସାଧାରଣ ରେ ଚର୍ଚ୍ଚା ହେଉଛି l ଅବ କାରୀ ବିଭାଗ କିଛି ଛୋଟ ବେବ ସାଇ କୀ ଧରି ବାହା ବାହା ନେଉଛି କିନ୍ତୁ ମଦ ମାଫିଆ କୁ ଅବକାରୀ ବିଭାଗ ଧରୀବାରେ ଅସଫଳ l ଅବ କାରୀ ଏତେ ଚଢ଼ାଉ ପରେ ବି ଏହି ଅଞ୍ଚଳ ରେ ଚୋରା ଦେଶୀ ମହୁଲି ମଦ କାରାବାର କେମିତି ଚାଲିଛି ତା ହା ବଡ଼ ପ୍ରଶ୍ନ ହୋଇଛି l ସବୁ ଠାରୁ ବଡ଼ କଥା ହେଲା ମାଳଅଞ୍ଚଳ ରେ ମଦ ମାଫିଆ ମାନେ କୀ ପରି ଚଢ଼ା ଉ ସମ୍ପର୍କ ରେ ଖବର ପାଇ ଫେରା ହେବା ରେ ସକ୍ଷମ ହେଉ ଛନ୍ତି ସେ ନେଇ ସାଧାରଣ ପ୍ରଶ୍ନବାଚୀ ସୁଷ୍ଟି ହୋଛି


