ମଦ ଜବତ, ୪ଗିରଫ

ହାଟଡିହି (ବିକାଶ ବିଶ୍ବାଳ): କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ହାଟଡିହି ଅବକାରୀ ଥାନା ଅଧିକାରୀ ସ୍ମିତା ବେହେରା, ଏଏସଆଇ ଶୁଶାନ୍ତ କୁମାର ରାଉତ, କନେଷ୍ଟବଳ ନିବେଦିତା ମାଝୀ , ସୁରେଶ କୁମାର ବେହେରା ପ୍ରମୁଖ ବଞ୍ଚୋବଞ୍ଚୋ, ଆମ୍ବଗଡ଼ିଆ , ସୋସୋ, କଳିଗାଁ ଗ୍ରାମରେ ଚଢ଼ାଉ କରି ୧୮ଲିଟର ଦେଶୀ ମଦ ଓ ୭ଲିଟର ୧୫୦ମିଲିଲିଟର ବିୟର ଏବଂ ୩ଲିଟର ୨୪୦ମିଲି ଲିଟର ବିଦେଶୀ ମଦ ଜବଦ କରିଥିଲେ। ଏହି ଘଟଣାରେ ମୀନ ଜେନା, ଜ୍ଞାନ ରଞ୍ଜନ ଜେନା, ବ୍ରହ୍ମାନନ୍ଦ ସିଂ ଓ ବସନ୍ତ ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ