ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା, ଭିଜିଲାନ୍ସ ତଦନ୍ତ ଦାବୀ କଲେ ଅଞ୍ଚଳ ବାସି
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ତତ୍କାଳୀନ ସରକାର ରାଜ୍ୟରେ ସମସ୍ତ ଲୋକଙ୍କୁ ସୁଧ ପାନୀୟ ଜଳ ପିଇବା ପାଇଁ ମେଘା ପ୍ରକଳ୍ପ ଗତ ୪ ବର୍ଷରୁ ଅଧିକ ହେବ ଆରମ୍ଭ କରିଥିଲେ। କିନ୍ତୁ ସରକାର ଚାଲିଗଲା ପରେ ପୁଣି ନୂଆ ସରକାର ଆସିବା ମଧ୍ୟ କାର୍ଯ୍ୟ ଶେଷ ହେବାର ନାଗନ୍ଧ ନେଉନି। ନା ଅଛି ସରକାରଙ୍କ ତାଗିଦ ନା ଅଛି ଭୟ ଅଛି ବୋଲି ଆଲୋଚନା ହେଉଛି। କାର୍ଯ୍ୟ ଅବଦ୍ଧି ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟ ଶେଷ ହେବାର ନା ନେଉଁନାହିଁ। ସରକାଙ୍କୁ ଦେଖାଇବା ପାଇଁ ଓଭର ହେଡ଼ଡ ଟାଙ୍କିରେ କେବଳ ରଙ୍ଗ ମାରି ଦେଈ ଅନ୍ୟ କାର୍ଯ୍ୟ ବିଳମ୍ବ କରି ଚଳାଇଛନ୍ତି ଠିକାଦାର। ସାରିବା ପାଇଁ କାର୍ଯ୍ୟ ଠିକାଦାର ନିମ୍ନମାନର ବାଲି ନିମ୍ନମାନର ସିମେଣ୍ଟ ଓ ଲୁହା ଛୋଡ ଲଗାଇ ତରବରିଆ ଭାବେ କାର୍ଯ୍ୟ କରୁଥିବାରୁ ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି।ସରକାର ତାଗିଦ କରୁଥିବାରୁ ସରକାରଙ୍କୁ ଭୁତାଇବା ପାଇଁ ରଙ୍ଗ ମାରି ଦେଈ ଖୁବ ଶୀଘ୍ର ଶେଷ ହେଵବୋଲି କହି ଅବଦ୍ଧି ଶେଷ ହୋଇ ଥିଲେ ବି ବିଳମ୍ବରେ କାର୍ଯ୍ୟ ଚଲାଉ ଥିବାରୁ ବିଳମ୍ବ ହେଉଛି। ଗୋଟିଏ ଗୋଟିଏ ପ୍ରକଳ୍ପ କେତେ ଟଙ୍କାର ଓ କେବେ ଶେଷ ଜେବ ଜୈନିକ ମହିଳା ଯନ୍ତ୍ରୀ ଜାଣି ନାହାନ୍ତି କି ପ୍ରକଳ୍ପର ଅଟକଳ ମଧ୍ୟ ଜାଣିନଥାଇ କିପରି ରନିଙ୍ଗ ବିଲ କରୁଛନ୍ତି ସନ୍ଦେହ ସୃଷ୍ଟି କରିଛି ସାଧାରଣରେ। ପ୍ରକଳ୍ପର ମୂଲ୍ୟ କେତେ ଟଙ୍କାର ସୂଚନା ଫଳକ ମରା ଯାଉନଥିବାରୁ ଜାଣି ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।କୁଆଡେ ଅଠର କୋଟି ଟଙ୍କା ଖର୍ଚ୍ଚ କରି ଦୁଇବର୍ଷ ରୁ ଅଧିକହେବ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ନାମ ନେଇନି। ମୁଖ୍ୟ ଠିକାଦାରରୁ ପେଟି ଠିକାଦାରଙ୍କୁ କାର୍ଯ୍ୟ ପ୍ରଦାନ କରିଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ୭୦ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୩୧୫ଗୋଟି ରାଜସ୍ୱ ଗ୍ରାମ ସହ ପଡା ଗ୍ରାମ ମଧ୍ୟ ରହିଛି।ଏହି ବ୍ଲକରେ କଲ୍ୟାଣୀ ନଦୀରୁ ପାଣି ଉଠାଇ ସାନ ବାମନଗୁଡା ଗ୍ରାମ ନିକଟରେ ବିଭିନ୍ନ ଗ୍ରାମରେ ପାଣି ଷ୍ଟରେଜ ପାଇଁ ବଡ଼ବଡ଼ ଟାଙ୍କି କରିଛନ୍ତି। ଉକ୍ତ ପାଣିକୁ ବିଭିନ୍ନ ଗ୍ରାମରେ ଥିବା ଉଚ୍ଚା ପାଣି ଟାଙ୍କିକୁ ଯୋଗାଣ ହେବ। ଚାରି ପଞ୍ଚାୟତର ସମସ୍ତ ଗ୍ରାମ ମାନଙ୍କୁ ନଳକୂପ ରହିଥିଲେ ମଧ୍ୟ ବିଭିନ୍ନ ସମୟରେ ଅଚଳ ହୋଇ ପଡୁଛି। ଗ୍ରୀଷ୍ମ ଋତୁ ଆସିଗଲାଣି ଦିନରର ପ୍ରବଳ ଖରା ପାଗ ଯୋଗୁ ନଳକୁପରୁ ପାଣି ଆସୁନଥିବାରୁ ଲୋକେ ବହୁ ଅସୁବିଧାରେ ସମୁଖୀନ ହୋଇ ଜଳ କଷ୍ଟ ଭଗୁ ଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ କର୍ଣ୍ଣପାତ କରୁନଥିବାରୁ ଲୋକେ ଅତିଷ୍ଟ ହୋଇ ପଡିଛନ୍ତି। ବ୍ଲକର ପ୍ରତିଗ୍ରାମ ଓ ସାହିକୁ ପାଇପ ଯୋଗେ ପାଣି ଯୋଗାଇବା ପାଇଁ ଏହି ଯୋଜନା କାର୍ଯ୍ୟ କରୁଛି। କିନ୍ତୁ ସାହି ମାନଙ୍କରେ ରାସ୍ତା ଖୋଳି ପାଇପ ପକାଇ ବିଛାଇ ଘରଘର କୁ ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ସ୍ଥାପନ କରାଯାଇଛି। ଷ୍ଟାଣ୍ଡ ପୋଷ୍ଟ ଗୁଡାକ ଘର ଦାଣ୍ଡରେ ସେମିତି ରହି ଭାଙ୍ଗିରୁଜି ଇତିହାସ ପାଲଟି ଗଲାଣି। ସିମେଣ୍ଟ ରାସ୍ତାରେ ଖୋଳାଯାଇ ଥିଲେ ମଧ୍ୟ ଠିକାଦାର ମରାମତି ନକରି ଛାଡି ଦେଇଥିବାରୁ ଲକ୍ଷଲକ୍ଷ ଟଙ୍କାର ରାସ୍ତା ଭାଙ୍ଗିରୁଜି ଗଲାଣି।ପାଇପ ଯୋଗେ ପାଣି ଯୋଗାଇବା ପାଇଁ ଗ୍ରାମ୍ୟ ରାସ୍ତା ହେଇ କି ରାଜ୍ୟ ରାସ୍ତା କଡ଼ରେ ପାଇପ ବିଛାଇବା ପାଇଁ ଅତି କମ ଖୋଳିଯାଇ ପାଇପ ପକାଯାଉଥିବାରୁ ଯାନ ବାହାନା ସାଇଡ ଦେବା ସମୟରେ ଦୁର୍ଘଟଣା ଘଟୁଛି। ଉକ୍ତ ନିମ୍ନମାନର କାର୍ଯ୍ୟ ଦୁଇ ପାର୍ଶ୍ଵ ଖୋଲିଲା ଭଳି ଦେଖାଇ ବ୍ଲକର ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମଧୁଚନ୍ଦ୍ରିଳାରେ ବିଲ କାରୀ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁ ଥିବା ଅଭିଯୋଗ ହୋଇଛି। ଉକ୍ତ କାର୍ଯ୍ୟକୁ ଭିଜିଲାନ୍ସ ତଦନ୍ତ ପାଇଁ ଅଞ୍ଚଳ ବାସି ବାରମ୍ବାର ଦାବି କରିଛନ୍ତି।ବର୍ଷା ଦିନରେ ବିଭିନ୍ନ ଗ୍ରାମରେ ସଲାର ଚାଲୁନଥିବା ଓ ଅଚଳ ହୋଇ ପଡ଼ିଥିବା ମେଘା ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ କରୁଥିବାରୁ ଲୋକଙ୍କୁ ପାଣି ମୁନ୍ଦାଏ ମିଳୁନାହିଁ ବୋଲି ଅଚଳବାସୀ ଅଭିଯୋଗ କରିଛନ୍ତି। ବିଭିନ୍ନ ସ୍ଥାନରେ ନିର୍ମାଣ ହେଉଥିବା ମେଘା ଜଳ ପ୍ରକଳ୍ପକୁ ଜିଲାପାଳ ଦେଖି ବିଳମ୍ବ ହେବାର ଜାଣି ବିଗିଡି ଥିଲେ। ଯୁଦ୍ଧ କାଳୀନ ଭତରେ କାର୍ଯ୍ୟ କରିବୁ ବୋଲି ଠିକାଦାର ପ୍ରତସୃତି ଦେଇଥିଲେ ତରବିରିଆ ଭେବେ ଅତି ନିମ୍ନମାନର କାର୍ଯ୍ୟକାରୀ ରଙ୍ଗ ମାରି ଦେଇଥିବା ଅଭିଯୋଗ ହୋଇଛି। ସେହି ଭଳି ମନାରୀଗୁଡା ଠାରେ ନିର୍ମାଣ ହେଉଥିବା ପ୍ରକଳ୍ପ ତିରିଶି ପ୍ରତିଶତ କାର୍ଯ୍ୟ ଚାଲୁଥିବା ବେଳେ ଆଉ କେତେବର୍ଷ ଲାଗିବ ଲୋକଙ୍କୁ କେବେ ପାଣି ମିଳିବ ଅନାଇ ବସିଛନ୍ତି।ଏଣୁ ଜିଲାପାଳ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ପାଇଁ ଅଂଚଳ ବାସି ଦାବି କରିଛନ୍ତି।)ତତ୍କାଳୀନ ସରକାର ରାଜ୍ୟରେ ସମସ୍ତ ଲୋକଙ୍କୁ ସୁଧ ପାନୀୟ ଜଳ ପିଇବା ପାଇଁ ମେଘା ପ୍ରକଳ୍ପ ଗତ ୪ ବର୍ଷରୁ ଅଧିକ ହେବ ଆରମ୍ଭ କରିଥିଲେ। କିନ୍ତୁ ସରକାର ଚାଲିଗଲା ପରେ ପୁଣି ନୂଆ ସରକାର ଆସିବା ମଧ୍ୟ କାର୍ଯ୍ୟ ଶେଷ ହେବାର ନାଗନ୍ଧ ନେଉନି। ନା ଅଛି ସରକାରଙ୍କ ତାଗିଦ ନା ଅଛି ଭୟ ଅଛି ବୋଲି ଆଲୋଚନା ହେଉଛି। କାର୍ଯ୍ୟ ଅବଦ୍ଧି ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟ ଶେଷ ହେବାର ନା ନେଉଁନାହିଁ। ସରକାଙ୍କୁ ଦେଖାଇବା ପାଇଁ ଓଭର ହେଡ଼ଡ ଟାଙ୍କିରେ କେବଳ ରଙ୍ଗ ମାରି ଦେଈ ଅନ୍ୟ କାର୍ଯ୍ୟ ବିଳମ୍ବ କରି ଚଳାଇଛନ୍ତି ଠିକାଦାର। ସାରିବା ପାଇଁ କାର୍ଯ୍ୟ ଠିକାଦାର ନିମ୍ନମାନର ବାଲି ନିମ୍ନମାନର ସିମେଣ୍ଟ ଓ ଲୁହା ଛୋଡ ଲଗାଇ ତରବରିଆ ଭାବେ କାର୍ଯ୍ୟ କରୁଥିବାରୁ ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି।ସରକାର ତାଗିଦ କରୁଥିବାରୁ ସରକାରଙ୍କୁ ଭୁତାଇବା ପାଇଁ ରଙ୍ଗ ମାରି ଦେଈ ଖୁବ ଶୀଘ୍ର ଶେଷ ହେଵବୋଲି କହି ଅବଦ୍ଧି ଶେଷ ହୋଇ ଥିଲେ ବି ବିଳମ୍ବରେ କାର୍ଯ୍ୟ ଚଲାଉ ଥିବାରୁ ବିଳମ୍ବ ହେଉଛି। ଗୋଟିଏ ଗୋଟିଏ ପ୍ରକଳ୍ପ କେତେ ଟଙ୍କାର ଓ କେବେ ଶେଷ ଜେବ ଜୈନିକ ମହିଳା ଯନ୍ତ୍ରୀ ଜାଣି ନାହାନ୍ତି କି ପ୍ରକଳ୍ପର ଅଟକଳ ମଧ୍ୟ ଜାଣିନଥାଇ କିପରି ରନିଙ୍ଗ ବିଲ କରୁଛନ୍ତି ସନ୍ଦେହ ସୃଷ୍ଟି କରିଛି ସାଧାରଣରେ। ପ୍ରକଳ୍ପର ମୂଲ୍ୟ କେତେ ଟଙ୍କାର ସୂଚନା ଫଳକ ମରା ଯାଉନଥିବାରୁ ଜାଣି ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।କୁଆଡେ ଅଠର କୋଟି ଟଙ୍କା ଖର୍ଚ୍ଚ କରି ଦୁଇବର୍ଷ ରୁ ଅଧିକହେବ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ନାମ ନେଇନି। ମୁଖ୍ୟ ଠିକାଦାରରୁ ପେଟି ଠିକାଦାରଙ୍କୁ କାର୍ଯ୍ୟ ପ୍ରଦାନ କରିଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ୭୦ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୩୧୫ଗୋଟି ରାଜସ୍ୱ ଗ୍ରାମ ସହ ପଡା ଗ୍ରାମ ମଧ୍ୟ ରହିଛି।ଏହି ବ୍ଲକରେ କଲ୍ୟାଣୀ ନଦୀରୁ ପାଣି ଉଠାଇ ସାନ ବାମନଗୁଡା ଗ୍ରାମ ନିକଟରେ ବିଭିନ୍ନ ଗ୍ରାମରେ ପାଣି ଷ୍ଟରେଜ ପାଇଁ ବଡ଼ବଡ଼ ଟାଙ୍କି କରିଛନ୍ତି। ଉକ୍ତ ପାଣିକୁ ବିଭିନ୍ନ ଗ୍ରାମରେ ଥିବା ଉଚ୍ଚା ପାଣି ଟାଙ୍କିକୁ ଯୋଗାଣ ହେବ। ଚାରି ପଞ୍ଚାୟତର ସମସ୍ତ ଗ୍ରାମ ମାନଙ୍କୁ ନଳକୂପ ରହିଥିଲେ ମଧ୍ୟ ବିଭିନ୍ନ ସମୟରେ ଅଚଳ ହୋଇ ପଡୁଛି। ଗ୍ରୀଷ୍ମ ଋତୁ ଆସିଗଲାଣି ଦିନରର ପ୍ରବଳ ଖରା ପାଗ ଯୋଗୁ ନଳକୁପରୁ ପାଣି ଆସୁନଥିବାରୁ ଲୋକେ ବହୁ ଅସୁବିଧାରେ ସମୁଖୀନ ହୋଇ ଜଳ କଷ୍ଟ ଭଗୁ ଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ କର୍ଣ୍ଣପାତ କରୁନଥିବାରୁ ଲୋକେ ଅତିଷ୍ଟ ହୋଇ ପଡିଛନ୍ତି। ବ୍ଲକର ପ୍ରତିଗ୍ରାମ ଓ ସାହିକୁ ପାଇପ ଯୋଗେ ପାଣି ଯୋଗାଇବା ପାଇଁ ଏହି ଯୋଜନା କାର୍ଯ୍ୟ କରୁଛି। କିନ୍ତୁ ସାହି ମାନଙ୍କରେ ରାସ୍ତା ଖୋଳି ପାଇପ ପକାଇ ବିଛାଇ ଘରଘର କୁ ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ସ୍ଥାପନ କରାଯାଇଛି। ଷ୍ଟାଣ୍ଡ ପୋଷ୍ଟ ଗୁଡାକ ଘର ଦାଣ୍ଡରେ ସେମିତି ରହି ଭାଙ୍ଗିରୁଜି ଇତିହାସ ପାଲଟି ଗଲାଣି। ସିମେଣ୍ଟ ରାସ୍ତାରେ ଖୋଳାଯାଇ ଥିଲେ ମଧ୍ୟ ଠିକାଦାର ମରାମତି ନକରି ଛାଡି ଦେଇଥିବାରୁ ଲକ୍ଷଲକ୍ଷ ଟଙ୍କାର ରାସ୍ତା ଭାଙ୍ଗିରୁଜି ଗଲାଣି।ପାଇପ ଯୋଗେ ପାଣି ଯୋଗାଇବା ପାଇଁ ଗ୍ରାମ୍ୟ ରାସ୍ତା ହେଇ କି ରାଜ୍ୟ ରାସ୍ତା କଡ଼ରେ ପାଇପ ବିଛାଇବା ପାଇଁ ଅତି କମ ଖୋଳିଯାଇ ପାଇପ ପକାଯାଉଥିବାରୁ ଯାନ ବାହାନା ସାଇଡ ଦେବା ସମୟରେ ଦୁର୍ଘଟଣା ଘଟୁଛି। ଉକ୍ତ ନିମ୍ନମାନର କାର୍ଯ୍ୟ ଦୁଇ ପାର୍ଶ୍ଵ ଖୋଲିଲା ଭଳି ଦେଖାଇ ବ୍ଲକର ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମଧୁଚନ୍ଦ୍ରିଳାରେ ବିଲ କାରୀ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁ ଥିବା ଅଭିଯୋଗ ହୋଇଛି। ଉକ୍ତ କାର୍ଯ୍ୟକୁ ଭିଜିଲାନ୍ସ ତଦନ୍ତ ପାଇଁ ଅଞ୍ଚଳ ବାସି ବାରମ୍ବାର ଦାବି କରିଛନ୍ତି।ବର୍ଷା ଦିନରେ ବିଭିନ୍ନ ଗ୍ରାମରେ ସଲାର ଚାଲୁନଥିବା ଓ ଅଚଳ ହୋଇ ପଡ଼ିଥିବା ମେଘା ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ କରୁଥିବାରୁ ଲୋକଙ୍କୁ ପାଣି ମୁନ୍ଦାଏ ମିଳୁନାହିଁ ବୋଲି ଅଚଳବାସୀ ଅଭିଯୋଗ କରିଛନ୍ତି। ବିଭିନ୍ନ ସ୍ଥାନରେ ନିର୍ମାଣ ହେଉଥିବା ମେଘା ଜଳ ପ୍ରକଳ୍ପକୁ ଜିଲାପାଳ ଦେଖି ବିଳମ୍ବ ହେବାର ଜାଣି ବିଗିଡି ଥିଲେ। ଯୁଦ୍ଧ କାଳୀନ ଭତରେ କାର୍ଯ୍ୟ କରିବୁ ବୋଲି ଠିକାଦାର ପ୍ରତସୃତି ଦେଇଥିଲେ ତରବିରିଆ ଭେବେ ଅତି ନିମ୍ନମାନର କାର୍ଯ୍ୟକାରୀ ରଙ୍ଗ ମାରି ଦେଇଥିବା ଅଭିଯୋଗ ହୋଇଛି। ସେହି ଭଳି ମନାରୀଗୁଡା ଠାରେ ନିର୍ମାଣ ହେଉଥିବା ପ୍ରକଳ୍ପ ତିରିଶି ପ୍ରତିଶତ କାର୍ଯ୍ୟ ଚାଲୁଥିବା ବେଳେ ଆଉ କେତେବର୍ଷ ଲାଗିବ ଲୋକଙ୍କୁ କେବେ ପାଣି ମିଳିବ ଅନାଇ ବସିଛନ୍ତି।ଏଣୁ ଜିଲାପାଳ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ପାଇଁ ଅଂଚଳ ବାସି ଦାବି କରିଛନ୍ତି।


