ବର୍ଷା ଅଭାବରୁ ଚାଷକାମ ବାଧାପ୍ରାପ୍ତ, ଆକାଶକୁ ଚାହିଁ ଚାହିଁ ବିତୁଛି ଦିନ

ହାଟଡିହି, (ବିକାଶ ବିଶ୍ୱାଳ ) : ଶ୍ରାବଣ ମାସ ଅଧା ହେବାକୁ ବସିଲା, କିନ୍ତୁ ବର୍ଷାର ଦେଖା ନାହିଁ । ପ୍ରତିଦିନ କଳାହାଣ୍ଡିଆ କରି ମେଘ ଉଠାଉଛି

Read more

Advertisement

ଏବେ ଏବେ