ବିଜେପି ର କନ୍ଧମାଳ ଲୋକସଭା ଆସନ ଆମଦାନୀ ନେତାଙ୍କୁ ନା କହିବା ସହ ଜିଲ୍ଲାର ଦକ୍ଷ ନେତାଙ୍କୁ ଦିଆଯାଉ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଲୋକସଭା ଆସନରେ ବିଜେପିର ବାରମ୍ବାର ପରାଜୟ ଓ ଏହା ପଛର କାରଣ ନେଇ କନ୍ଧମାଳ ଜିଲ୍ଲା ବିଜେପି ଶିବିରରେ ମାନସମନ୍ଥନ ଚାଲିଛି।

Read more

Advertisement

ଏବେ ଏବେ