୧୫୫ରୁ ଅଧିକ ଆସନ ଅକ୍ତିଆର କରି ସର୍ବକାଳୀନ ରେକର୍ଡ କଲା ବିଜେପି

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍):ଗୁଜରାଟରେ ରେକର୍ଡତୋଡ୍ ପ୍ରଦର୍ଶନ କରିଛି ବିଜେପି । ଆଜି ଆସିଥିବା ରେଜଲ୍ଟରେ ବିଜେପି ୧୫୫ରୁ ଅଧିକ ଆସନ ଅକ୍ତିକାର କରି ସର୍ବକାଳୀନ ରେକର୍ଡ କରିଛି ।

Read more

Advertisement

ଏବେ ଏବେ