ଅବକାରୀ ବିଭାଗର ବିରୁଦ୍ଧରେ ନିୟୁଜ କରିବାରୁ ଅବକାରୀ ଏ ଏସ ଆଇଙ୍କ ଏତଲା ଗିରଫଦାବୀ କଲା କନ୍ଧମାଳ ସାମ୍ବାଦିକ ସଂଘ
ଫୁଲବାଣୀ,(ସୁର୍ଯ୍ୟ ନାରାୟଣ ବେହେରା):କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ସହ ବାଇକ ଭଙ୍ଗାରୁଜା। ଦାରିଙ୍ଗବାଡିର ଦୈନିକ ଖବର କାଗଜ ପ୍ରମେୟର ପ୍ରତିନିଧି ତରଣୀ କୁମାର ସାହୁଙ୍କୁ
Read more


