ଆଇନଜୀବୀ ଅଲେଖ ଦାସଙ୍କ ପରଲୋକ

ବାଲେଶ୍ୱର, (ସରୋଜ ପଣ୍ଡା):ବ୍ୟାଙ୍କ କର୍ମଚାରୀ ମହାସଂଘର ପୂର୍ବତନ ରାଜ୍ୟସ୍ତରୀୟ କର୍ମକର୍ତ୍ତା ତଥା ବରିଷ୍ଠ ଆଇନଜୀବୀ ଅଲେଖ ଦାସଙ୍କର ୭୬ ବର୍ଷ ବୟସରେ ସୋମବାର ପରଲୋକ ହୋଇଯାଇଛି ।

Read more

Advertisement

ଏବେ ଏବେ