“ଆ ଜହ୍ନ ମାମୁ ସରଗ ଶଶୀ” କଅଁଳ ହାତରେ ରୂପେଲି ଜହ୍ନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଗଷ୍ଟ ୨୩, ୨୦୨୩ ଭାରତ ପାଇଁ ଏକ ଐତିହାସିକ ଦିନ । ଭାରତର ତୃତୀୟ ମୁନ୍ ମିଶନ୍ ଚନ୍ଦ୍ରାୟନ-୩କୁ ମିଳିଛି ବିରଳ ସଫଳତା ।

Read more

Advertisement

ଏବେ ଏବେ