ଇଣ୍ଡୋନେସିଆରେ ଭଲ କଳାପ୍ରଦର୍ଶନ କରି ପୁରସ୍କୃତ ହୋଇ ଫେରିଲେ ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଦଳ
ଛତ୍ରପୁର, (ଦେବଦତ୍ତ ମହାରଣା):ଇଣ୍ଡୋନେସିଆର ବାଲିରେ ହୋଇଥିବା ବାଲିଯାତ୍ରା କଳିଙ୍ଗ ମହୋତ୍ସବରେ ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରର ଜୟ ଗଣେଷ କଳା ବିକାଶ କେନ୍ଦ୍ରର ଓଡିଶୀ ନୃତ୍ୟୁ ଗୁରୁ
Read more


