ଏନ୍ଜିଟି ନିର୍ଦ୍ଦେଶ କ୍ରମେ ୪ ଜଣିଆ କମିଟି ତାମ୍ପରା ସୌନ୍ଦର୍ଯ୍ୟୀକରଣ ନିର୍ମାଣ କାର୍ଯ୍ୟକୁ ଅନୁଧ୍ୟାନ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ନିକଟରେ ରହିଥିବା ଇକୋଟୁରିଜିମ୍ ତାମ୍ପରା ହ୍ରଦର ସୌନ୍ଦର୍ଯ୍ୟୀକରଣ ନିମନ୍ତେ ପ୍ରକଳ୍ପ କାମ ଚାଲୁ ରହିଥିଲା । ହେଲେ ତାମ୍ପରା ହ୍ରଦ ଭିତରେ ଚାଲିଥିବା
Read more


