କନ୍ନଡ଼ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ: ସୁଶାନ୍ତଙ୍କ ପରେ ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। କନ୍ନଡ଼ ଅଭିନେତା ସୁଶୀଲ ଗୌଡ଼ଙ୍କ ମୃତଦେହ କର୍ଣ୍ଣାଟକସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି।

Read more

Advertisement

ଏବେ ଏବେ