କଶ୍ମୀରରେ ଆତଙ୍କୀ ଗୁଳିରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ, ୩ ଆହତ

ଶ୍ରୀନଗର: ଉତ୍ତର କଶ୍ମୀରର ସୋପୋର୍ ସହରରେ ଶନିବାର ଆତଙ୍କବାଦୀଙ୍କ ଗୁଳିରେ ୩ ଜଣ ଯବାନ ଶହୀଦ ହୋଇଛନ୍ତି। ଏହାଛଡ଼ା ୩ ଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି।

Read more

Advertisement

ଏବେ ଏବେ