‘କୁନି କଲମର କରାମତ୍‍’ ଗଳ୍ପପୁସ୍ତିକା ଲୋକାର୍ପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୭ବର୍ଷର କୁନିଲେଖକ ଅଂଶ ଦାସନାୟକଙ୍କ ଗଳ୍ପପୁସ୍ତିକା ‘କୁନି କଲମର କରାମତ୍‍’ ୨୯ ତାରିଖ ପୂର୍ବାହ୍ନ ୧୦ଟାରେ ସାରାଓଡିଶା ଭାଷା-ସାହିତ୍ୟ-କଳା-ସଂସ୍କୃତି ମହାସଭାର ଦ୍ୱିତୀୟ ସମ୍ମିଳନୀ ସଭାମଞ୍ଚରେ

Read more

Advertisement

ଏବେ ଏବେ