କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଏସଆଇଆଇ ଏବଂ କୋଭିଡ-19 ଟିକାକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଡିସିଜିଆଇ) ଦେଇଥିବା ଅନୁମୋଦନକୁ କଲେ ପ୍ରଶଂସା
ନୂଆଦିଲ୍ଲୀ : ଭାରତ ପାଇଁ ଏକ ମହତ୍ଵପୂର୍ଣ୍ଣ ସଫଳତା!” କହିଲେ ଅମିତ ଶାହଭାରତକୁ ଗର୍ବିତ କରିଥିବାରୁ ମୁଁ ଆମର ଦକ୍ଷ ଏବଂ ପରିଶ୍ରମୀ ବୈଜ୍ଞାନିକଙ୍କୁ ଅଭିବାଦନ ଜଣାଉଛି
Read more


