କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ମାରଣ ନୀତି ବିରୋଧରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ବନ୍ଦ ଡାକରା ଆହ୍ବାନକ୍ରମେ ବାମନଘାଟି ଓ ପଞ୍ଚପିଢ଼ ଉପଖଣ୍ଡରେ ବନ୍ଦ ସଫଳ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ସମଗ୍ର ଭାରତବର୍ଷର କୃଷି ଓ କୃଷକଙ୍କୁ କର୍ପୋରେଟ ଦଲାଲଙ୍କ କବଜାରେ ଟେକି ଦେବାପାଇଁ କୃଷି ନୀତିକୁ ତରବରିଆ ଭାଵେ ସରକାର ପାରିତ କରାଇଛନ୍ତି ।
Read more


