କୋଭିଡ଼ ସପ୍ତାହ ପାଳନର ୪ର୍ଥ ଦିବସ;ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ସଚେତନତାକୁ ଗୁରୁତ୍ୱାରୋପ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରି ଚାଲିଥିବା ବେଳେ ବର୍ତମାନ ଗଞ୍ଜାମ ଜିଲ୍ଲାରେ ସ୍ଥିତି ନିନ୍ତ୍ରତଣାଧିନ ରହିଛି ।
Read more


