ଗଜପତିରେ ଇନ୍ଦିରାଜୀଙ୍କ ମହାପ୍ରୟାଣ ଦିବସ ପାଳିତ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା ସ୍ତରୀୟ କଂଗ୍ରେସ କାର୍ଯ୍ୟାଲୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି

Read more

Advertisement

ଏବେ ଏବେ