ଧାନ ଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ , ଘଟଣା ସ୍ଥଳରେ ଛତ୍ରପୁର ତହସିଲଦାର ଓ ଚମାଖଣ୍ଡି ଥାନାଧିକାରୀଙ୍କ ତଦନ୍ତ ଜାରି
ଛତ୍ରପୁର, (ଦେବଦତ୍ତ ମହାରଣା):ରବିବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଧାନ ଗଦାରେ ନିଆଁ ଲାଗିଯିବା ଘଟଣାରେ ସୋମବାର ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଓ
Read more


