ଘୋଡାହାଡ ନଦୀ ପଠାରୁ ନବଜାତ ଶିଶୁ ର ମୃତ ଦେହ ଉଦ୍ଧାର କଲା ପାଟପୁର ପୋଲିସ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ଖୋଲଡି ଗ୍ରାମ ନିକଟ ଘୋଡାହାଡ ନଦୀ ପଠାରୁ ନବଜାତ ଶିଶୁର ମୃତ ଦେହ ଉଦ୍ଧାର କରିଛି ପାଟପୁର ପୋଲିସ ।

Read more

Advertisement

ଏବେ ଏବେ