ଚୋରା ଗୋ ଚାଲାଣବେଳେ ଗାଡ଼ି ଜବତ କଲା ପୁଲିସ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବେଆଇନ ଭାବେ ଗୋଚାଲାଣ ହେଉଥିବାବେଳେ ଦାରିଙ୍ଗବାଡ଼ି ପୁଲିସ ଏକ ଡାଲା ଅଟୋ ଗାଡ଼ି ଜବତ କରିବା ସହ ୪ଗାଇକୁ ଉଦ୍ଧାର କରିଛି ।

Read more

Advertisement

ଏବେ ଏବେ