ଛାତ୍ରୀବାସ ମରାମତିରେ ଅହେତୁକ ବିଳମ୍ବ : ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘେରିଲେ ସହାୟକ ସେବିକା ପ୍ରଶିକ୍ଷାର୍ଥୀ
ବାଲେଶ୍ୱର, (ସରୋଜ ପଣ୍ଡା): ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ସହାୟକ ସେବିକା ପ୍ରଶିକ୍ଷଣ କେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ଛାତ୍ରୀମାନେ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ବୁଧବାର ଘେରାଓ କରିଥିଲେ ।
Read more