ଜନସଂଖ୍ୟା ସ୍ଥିରତା କାର୍ଯ୍ୟକ୍ରମରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେଲା ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
ଛତ୍ରପୁର, (ଦେବଦତ୍ତ ମହାରଣା):ଗତ ଜୁଲାଇ ମାସ ୧୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ମୁନିସିପେଣ୍ଠ ମେଡିକାଲ ପରିସରରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ର ଜନସଂଖ୍ୟା ସ୍ଥିରତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read more