ଜିଲ୍ଲା ସିଭିଲ କୋର୍ଟ ପରିସରରେ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

ଢେଙ୍କାନାଳ, (ତାପସଦାସ):ଢେ଼ଙ୍କାନାଳ ସଦର ଢେ଼ଙ୍କାନାଳ ସହର ସ୍ଥିତ ଜିଲ୍ଲା ସିଭିଲ କୋର୍ଟ ପରିସରରେ ଶନିବାର ପୂର୍ବାହ୍ନ ୧୧ଟା ସମୟରେ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି ।

Read more

Advertisement

ଏବେ ଏବେ