ଠିକା ନିଯୁକ୍ତି ଉଚ୍ଛେଦ ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ନିଖିଳଉତ୍କଳ ପ୍ରାଥମିକ ଶିକ୍ଷକସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱରସ୍ଥିତଶିକ୍ଷକଭବନଠାରେ ଆୟୋଜିତ ଏକ ବୈଠକରେ ଆଜି ଓଡ଼ିଶାରବିଭିନ୍ନ ଅଂଚଳରୁ ଆସିଥିବା ଶିକ୍ଷକଶିକ୍ଷୟତ୍ରୀଯୋଗଦେଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଠିକାରେ ନିଯୁକ୍ତଶିକ୍ଷକମାନଙ୍କରଠିକା ନିଯୁକ୍ତିଉଚ୍ଛେଦ
Read more


