ଡାକ ବିଭାଗ କର୍ମଚାରୀ ଦ୍ୱାରା ୰ ଜୀବନକୃଷ୍ଣ ଦାସଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ସମାରୋହ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଡାକଘର କର୍ମଚାରୀ ଓ ପେନସନ୍ଭୋଗୀଙ୍କ ତରଫରୁ ସହଦେବଖୁଣ୍ଟାସ୍ଥିତ ସଂଘଗୃହ ଜୀବନକୃଷ୍ଣ ଭବନରେ ପ୍ରତିଷ୍ଠାତା ସଭ୍ୟ ସ୍ୱର୍ଗତ ଜୀବନକୃଷ୍ଣ ଦାସଙ୍କ ୨୫ତମ ଶ୍ରାଦ୍ଧ ଦିବସ
Read more