ଡିଭାଇଡରକୁ ପିଟିଲା ବାଇକ, ୧ ଆହାତ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍) : ଭଞ୍ଜନଗର ଥାନା ଅନ୍ତର୍ଗତ କଇଁଣ୍ଡି ଗ୍ରାମ ନିକଟରେ ଥିବା ଡିଭାଇଡ୍ରେ ପିଟି ହୋଇ ଜଣେ ବାଇକ ଚାଳକ ଆହାତ ହୋଇଥିବା ଜଣାପଡିଛି ।

Read more

Advertisement

ଏବେ ଏବେ