‘ଡୁଡନୁ ଟିଭି’ ର ଶୁଭ ଉନ୍ମୋଚନ ଉତ୍ସବ ସମାରୋହ : ୩ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିଲା ଅରିନ୍ଦମ ଦାଶ ସ୍ମୃତି ସମ୍ମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସୋମବାର ଅପରାହ୍ଣରେ ରାଜ୍ୟର ଅଗ୍ରଣୀ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଡୁଡନୁ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘ଡୁଡନୁ ଟିଭି’ ର ଶୁଭାରମ୍ଭ ହୋଇଛି ।
Read more


