ଦୁଇ ଜଣ ଡାକ୍ତର ସମେତ ୧୮ ଜଣ କରୋନା ପଜିଟିଭ

ରାଉରକେଲା, (ଓ୍ବାଇଏନ୍ଏସ୍):ସୁନ୍ଦରଗଡ ଜିଲ୍ଲାରେ ଦୁଇ ଜଣ ଡାକ୍ତର, ସମେତ ୧୮ ଜଣ କରୋନା ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।

Read more

Advertisement

ଏବେ ଏବେ