ଦୁର୍ଘଟଣାରେ ଆହତ ପୁରୋହିତଙ୍କ ପରଲୋକ

ବନ୍ତ,(ଯୁଗାବ୍ଦ ନୁ୍ୟଜ୍) : ବନ୍ତ ବ୍ଳକ ରାମପୁର ପଞ୍ଚାୟତ ବାଲୋ ଶାସନ ଗ୍ରାମର ଶଶଧର ମିଶ୍ର(୬୫)ଙ୍କର କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ପରଲୋକ ଘଟିଛି

Read more

Advertisement

ଏବେ ଏବେ